ଖୁବ୍‌ଶୀଘ୍ର ଭୁବନେଶ୍ୱର-କଟକ ମେଟ୍ରୋ ! ଚାଲିଛି ୩୦ ଫୁଟ୍‌ ତଳୁ ମାଟି ପରୀକ୍ଷା

Soon Bhubaneswar-Cuttack Metro! Soil testing is underway from 30 feet down
0 106

ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ ଲାଗି ମାଟି ପରୀକ୍ଷଣ ଚାଲିଛି । ୩୦ ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ସଂସ୍ଥା ‘ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେସନ’ ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନଠାରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଯାଏଁ ମାଟି ଟେଷ୍ଟ ପକ୍ରିୟା ଆରମ୍ଭ ହୋଉଛି । ବର୍ତ୍ତମାନ ସୁଦ୍ଧା ୨ରୁ ୩ଟି ସ୍ଥାନରେ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Leave A Reply

Your email address will not be published.