ଦ୍ୱୀପାଞ୍ଚଳ ପାଇଁ ସୁନାମୀ ସତର୍କ ସୂଚନା ଜାରି କଲା ଜାପାନ

0 54

ଟୋକିଓ: ଟୋକିଓର ଦକ୍ଷିଣଦ୍ୱୀପାଞ୍ଚଳ ପାଇଁ ସୁନାମୀ ସତର୍କସୂଚନା ଜାରି କରିବା ପରେ ଜାପାନସୋମବାର ପ୍ରଶାନ୍ତ ମହାସାଗରନିକଟବର୍ତ୍ତୀ ଦ୍ୱୀପ ପାଇଁ ସୁନାମୀସତର୍କ ସୂଚନା ଜାରି କରିଛି ।ତେବେ ଆଜି (ଅକ୍ଟୋବର ୯)ଦକ୍ଷିଣାଞ୍ଚଳ ପାଇଁ ଜାରି ହୋଇଥିବାସତର୍କ ସୂଚନାକୁ ହଟାଇଦିଆଯାଇଛି । କାରଣ ସୁନାମୀଜୁଆରରେ କୌଣସି ବଡ଼ କ୍ଷତିହୋଇ ନଥିବାରୁ ସତର୍କ ସୂଚନା ଜାରିକରିବାର ୫ ଘଣ୍ଟା ପରେ ଏହାକୁହଟାଇ ଦିଆଯାଇଛି । ଟୋକିଓରୁ ୧୫୦୦ କିମି ଦୂରରେ ଥିବା ଇମାମୀଦ୍ୱିପାଞ୍ଚଳ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଥିଲା । ଏହିସବୁ ଏରିଆଗୁଡ଼ିକରେ ସୁନାମୀ ଜୁଅ ।ର ମାଡ଼ହୋଇ ସାରିଛି । ଏହିସବୁଦ୍ୱୀପାଞ୍ଚଳ ଗୁଡ଼ିକରେ ୬୦ ସେମି(୨୪ ଇଞ୍ଚ) ଜୁଆର ମାଡ଼ହୋଇଛି ବୋଲି ଜାପାନସରକାରୀ ଗଣ ମାଧ୍ୟମ ସୂଚନାଦେଇଛି । ସୂଚନା ଥାଉକିଜାପାନରେ ତୋରିଶିମା ଦ୍ୱିପାରେସକାଳେ ୫.୨୫ରେ ଏକ ୪.୯ତୀବ୍ରତାର ଭୂମିକମ୍ପ ହେବାରୁସୁନାମୀ ସତର୍କ ସୂଚନାଦିଆଯାଇଥିଲା । ଏଥିପାଇଁ ଗୁରୁବାରନିଦେ୍ର୍ଦଶନାମା ଜାରି କରାଯାଇଥିଲା ।

Leave A Reply

Your email address will not be published.