ଜଗଦୀଶ ଅରୋରା ନାଲ୍କୋର ନୂତନ ନିଦେ୍ର୍ଦଶକ

0 92

ଭୁବନେଶ୍ୱର: ନାଲ୍କୋର ନୂତନନିଦେ୍ର୍ଦଶକ (ପ୍ରୋଜେକ୍ଟ ଆଣ୍ଡଟେକ୍ନିକାଲ) ଭାବେ ଜଗଦୀଶଅରୋରା ବୁଧବାର ଦାୟିତ୍ୱ ଗ୍ରହଣକରିଛନ୍ତି । ଏହା ପୂର୍ବରୁ ଅ ।ରୋରାସେଲ୍ ଅନ୍ତର୍ଗତ ସେଣ୍ଟର ଫର୍ଇଞ୍ଜିନିୟରିଂ ଆଣ୍ଡ ଟୋକ୍ନୋଲୋଜିରକାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଭାବେକାର୍ଯ୍ୟ କରି ଆସୁଥିଲେ ।ଉଲ୍ଲେଖଯୋଗ୍ୟ, ଜଗଦୀଶଏନ୍ଆଇଟି, ୱାରାଙ୍ଗଲରୁମେକାନିକାଲ ଇଞ୍ଜିନିୟିରିଂରେପିଜିଡିଏମ୍ ଡିଗ୍ରୀ ହାସଲ କରିବା ପରେଅରୋରା ସେଲ୍ରେ ମ୍ୟାନେଜମେଣ୍ଟଟ୍ରେନିଂ (ଟେକ୍ନିକାଲ) ଭାବେକ୍ୟାରିୟର ଆରମ୍ଭ କରିଥିଲେ ।ବିଶେଷକରି ମେଟାଲ ମାଇନିଂଇଣ୍ଡଷ୍ଟ୍ରିର ବିଭିନ୍ନ ଦିଗ ଉପରେ କାର୍ଯ୍ୟକରିବାର ବିଶେଷ ଅଭିଜ୍ଞତା ଓ ଦକ୍ଷତାଅରୋରାଙ୍କ ନିକଟରେ ରହିଛି ।ଏପରିକି ସେଲ୍ରେ ୩ ଦଶନ୍ଧିରୁଅଧିକ ସମୟ ଧରି କାର୍ଯ୍ୟ କରିବାସହ ଅରୋରା ବିଭିନ୍ନପଦପଦବୀରେ ରହି ଚ୍ୟାଲେଞ୍ଜିଂକାର୍ଯ୍ୟଗୁଡ଼ିକୁ ସଫଳତାର ସହ ନିର୍ବାହକରିଛନ୍ତି । ଏହି ପରିପ୍ରେକ୍ଷୀରେନାଲ୍କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ରଜଗଦୀଶଙ୍କୁ ଅଭିନନ୍ଦନ ଜଣାଇବାସହ ତାଙ୍କ ଯୋଗଦାନ ଦ୍ୱାରାନାଲ୍କୋ ବୋର୍ଡ ଅଧିକ ମଜଭୁତହେବ ବୋଲି ଆଶା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.