ଜିନ୍ଦଲ ଷ୍ଟେନଲେସକୁ ‘ଏଏ’ ଷ୍ଟେବଲ ରେଟିଙ୍ଗ

0 60

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲନିର୍ମାତା ଜିନ୍ଦଲ ଷ୍ଟେନଲେସକୁକେୟାର ରେଟିଙ୍ଗ ସଂସ୍ଥା ତରଫରୁଏଏ /ଷ୍ଟେବଲ ରେଟିଙ୍ଗ ମିଳିଛି । ସ୍ୱଳ୍ପମିଆଦି ବ୍ୟାଙ୍କ ସେବା କ୍ଷେତ୍ରରେ ଏହିରେଟିଙ୍ଗକୁ କେୟାର ଏ୧+ରେ
ପୁନଃନିର୍ଦ୍ଧାରିତ କରାଯାଇଛି ।କେୟାର ରେଟିଙ୍ଗ ସାରା ଦେଶରଏକ ଅଗ୍ରଣୀ ରେଟିଙ୍ଗ ସଂସ୍ଥା ଯାହାକିଦୀର୍ଘକାଳୀନ ବ୍ୟାଙ୍କ ସୁବିଧା ଏବଂଅଣ-ରୂପାନ୍ତରିତ ରୁଣଦାତା ଭାବରେଜଣାଶୁଣା । ଏହି ପ୍ରସଙ୍ଗରେ ଜିନ୍ଦଲଷ୍ଟେନଲେସର ପରିଚାଳନାନିଦେ୍ର୍ଦଶକ ଅଭ୍ୟୁଦୟ ଜିନ୍ଦଲ କୁହନ୍ତିକେୟାର ରେଟିଙ୍ଗ ଦ୍ୱାରା କରାଯାଇଥିବା ଏହି ମାନ୍ୟତା ବୃଦ୍ଧି, ଜିନ୍ଦଲଷ୍ଟେନଲେସର କାର୍ଯ୍ୟ ଶୈଳୀରେଦୃଢ଼ତା ଏବଂ ଉନ୍ନତ ପ୍ରଦର୍ଶନ ତଥାସଷ୍ଟେନେବୁଲ ସମାଧାନ ଯୋଗାଇବାର ପ୍ରତିବଦ୍ଧତାକୁ ସୂଚାଉଛି ।ଦେଶରେ ଷ୍ଟେନଲେସ ଷ୍ଟିଲ ପ୍ରତିସଚେତନତା ତଥା ଗ୍ରହଣ ପାଇଁ ପାଇଁଉତ୍ସର୍ଗୀକୃତ ଏକ ଇକୋସିଷ୍ଟମପ୍ରତିପୋଷଣ ବ୍ୟତୀତ କାର୍ଯ୍ୟକ୍ଷମଉକôର୍ଷତା ମାଧ୍ୟମରେ ଏହି ଗତିକୁବଜାୟ ରଖିବାକୁ ଆମେ ଆଶାକରୁଛୁ । ଗତ ଦୁଇ ବର୍ଷ ଧରି ଲଗାତାରକମ୍ପାନୀର ଲାଭାଂଶରେ ତଥା ଉତ୍ପାଦବିକ୍ରିରେ ବୃଦ୍ଧିକୁ ଆଧାର କରିରେଟିଙ୍ଗରେ ଉନ୍ନତି ଘଟିଛି । ଋପରିଶୋଧରେ କମ୍ପାନୀର ଭଲପ୍ରଦର୍ଶନକୁ ମଧ୍ୟ ରେଟିଙ୍ଗ ଏଜେନ୍ସିଧ୍ୟାନ ଦେଇଛନ୍ତି । ଓଡ଼ିଶାରଯାଜପୁରରେ ଅତିରିକ୍ତ ବାର୍ଷିକ ଏକମିଲିୟନ ଟନ ଉତ୍ପାଦନ ପ୍ଲାଣ୍ଟ ଆରମ୍ଭହେବା ପରେ ଆଗାମୀ ଦୁଇ ବର୍ଷପର୍ଯ୍ୟନ୍ତ ପ୍ରଗତିର ଏହି ଧାରା ବଜାୟରହିବା ନେଇ ଆଶା କରାଯାଉଛି ।ଗ୍ରୁପର ସିଏଫ୍ଓ ଏବଂ କାର୍ଯ୍ୟନିର୍ବାହୀନିଦେ୍ର୍ଦଶକ ଅନୁରାଗ ମନ୍ତ୍ରୀ କହିଛନ୍ତି,ଜିନ୍ଦଲ ଷ୍ଟେନଲେସର ରେଟିଙ୍ଗରେଉନ୍ନତି ଆମର ଯନôଶୀଳ ପୁଞ୍ଜିନିବେଶ ନୀତି ଓ ବ୍ୟାଲାନସ୍ ସିଟରସଠିକ୍ ପରିଚାଳନାକୁ ପ୍ରମାଣିତକରୁଛି । ନୂଆ ବ୍ୟବସାୟ ଅଧିଗ୍ରହଣକରିବା ଏବଂ କମ୍ପାନୀର ଉତ୍ପାଦନବଢାଇବା, ଉଭୟ କ୍ଷେତ୍ରରେକମ୍ପାନୀ ନିବେଶ କରିଥିବା ସତ୍ୱେଆମର ଲିଭେରେଜ୍ ରେସିଓଅନ୍ୟମାନଙ୍କ ତୁଳନାରେ ସବୁଠୁ ଭଲଅଛି । କର୍ପୋରେଟ କ୍ଷେତ୍ରରେରେଟିଙ୍ଗ ମୂଲ୍ୟାୟନ କରିବାସମୟରେ କେୟାର ରେଟିଙ୍ଗଏଜେନ୍ସି କମ୍ପାନୀର ଉତ୍ପାଦନକେନ୍ଦ୍ର,ଟ୍ରେଡିଙ୍ଗ କେନ୍ଦ୍ର,ସେବାକେନ୍ଦ୍ରର ଋଣ ପରିମାପକ ଓ ବ୍ୟାଙ୍କ୍ସୁବିଧା ଆଦି ସହ କମ୍ପାନୀରଉତ୍ପାଦରେ ବିବିଧୀକରଣକୁ ମଧ୍ୟବିଚାର ପରିସରକୁ ନେଇଥାଏ ।ରାଠୀ ସୁପର ଷ୍ଟିଲ ଲିମିଟେଡରଅଧିକରଣ, ଇଣ୍ଡୋନେସିଆରନିକେଲ୍ ପିଗ ଆଇରନ ସ୍ମେଲ୍ଟରପ୍ଲାଂଟରେ ୪୯ ପ୍ରତିଶତ ଅଂଶଧନହାସଲ ପାଇଁ ନ୍ୟୁ ୟାକିଙ୍ଗ ପିଟିଇଲିମିଟେଡ ସହ ଚୁକ୍ତି, ଜିନ୍ଦଲଷ୍ଟେନଲେସ ହିସାର ସହ ଜିନ୍ଦଲଷ୍ଟେନଲେସର ମିଶ୍ରଣ ଏବଂ ବାର୍ଷିକ୩ ମିଲିୟନ ଟନ ମେଲ୍ଟ କାପାସିଟିହାସଲ କରିବା ଦିଗରେ କମ୍ପାନୀରପଦକ୍ଷେପକୁ ବିଚାର କରି କେୟାରରେଟିଙ୍ଗ ଏଜେନ୍ସି ମାନ୍ୟତାରେ ବୃଦ୍ଧିକରିଛି । ଅନ୍ୟପକ୍ଷରେ କେୟାରରେଟିଙ୍ଗ ଜିନ୍ଦଲ ୟୁନାଇଟେଡ ଷ୍ଟିଲଲିମିଟେଡର ବ୍ୟାଙ୍କ୍ ଫେସିଲିଟିକୁପୁନଃନିରୀକ୍ଷଣ କରି କେୟାର ଏଏଷ୍ଟେବଲ୍ରୁକେୟାର ଏ+ ପଟିଭକୁପରିବର୍ତନ କରିଛି । କାର୍ଯ୍ୟଶୈଳୀରେ ଉନ୍ନତି, ସାମର୍ଥ୍ୟପରିସରର ପ୍ରସାରଣ, ଟୋଲିଂଭଲୁ୍ୟମରେ ବୃଦ୍ଧି ଯୋଗୁଁରେଟିଙ୍ଗରେ ଉନ୍ନତି ହୋଇଛି ।

Leave A Reply

Your email address will not be published.