“ସାଲାର’ ରିଲିଜ୍ ପରେ ବିବାହ କରିବେ ପ୍ରଭାସ!

0 65

ମୁମ୍ବାଇ, ୧୮ା୧୦: ବର୍ତ୍ତମାନ ମନୋରଞ୍ଜନ ଶିଳ୍ପରୁ ଏକ ବଡ ଖବର ସାମ୍ନାକୁ ଆସିଛି । ସାଉଥର ଲୋକପ୍ରିୟଅଭିନେତା ପ୍ରଭାସ । ଯିଏ ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ସବୁଠାରୁ ମୋଷ୍ଟ ଏଲିଜିବଲ ବ୍ୟାଚଲର । ଏବେ ସେ ମଧ୍ୟବିବାହ କରିବାକୁ ଯାଉଛନ୍ତି । ହଁ, ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ବର୍ତ୍ତମାନ ତାଙ୍କ ବିବାହବିଷୟରେ ଅନେକ ଶୁଣିବାକୁ ମିଳିଛି । ତାଙ୍କର ଜଣେ ସମ୍ପର୍କୀୟଏହି ଖବରକୁ ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ନା ନା ଚର୍ଚ୍ଚାଆରମ୍ଭ ହେଲାଣି । ବର୍ତ୍ତମାନ ଏହି ବିଷୟରେ କଥାବାର୍ତ୍ତା କରିପ୍ରଭାସଙ୍କ ମାଉସୀ ଗଣମାଧ୍ୟମକୁ କହିଛନ୍ତି, “ଦୁର୍ଗାମାଆଙ୍କରଆଶୀର୍ବାଦ ଅଛି । ଭଗବାନ ଆମ ସମସ୍ତଙ୍କର ଯତ୍ନ ନେବେ ।ପ୍ରଭାସ ନିଶ୍ଚିତ ବିବାହ କରିବେ ଏବଂ ଏହା ଖୁବ୍ ଶୀଘ୍ରହେବ । ବିବାହ ପାଇଁ ଆମେ ତୁମ ସମସ୍ତଙ୍କୁ ନିମନ୍ତ୍ରଣକରିବୁ । “ଏବେ ପ୍ରଶ୍ନ ଉଠିଛି ଯେ ପ୍ରଭାସଙ୍କ କନ୍ୟା କିଏହେବ? ହେଲେ ଅଭିନେତାଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତଅନେକ ବଲିଉଡ ଏବଂ ଦକ୍ଷିଣ ଅଭିନେତ୍ରୀଙ୍କ ସହଜଡିତ ଅଛି । ବେଳେବେଳେ ପ୍ରଭାସ ଅନୁଷ୍କା ଶେଟ୍ଟୀଙ୍କସହ ଏବଂ ଆଉ କେତେବେଳେ କ୍ରିତିସାନନଙ୍କ ସହ ସମ୍ପର୍କ ଥିବା ଖବରଆସିଥିଲା । ଏଭଳି ପରିସ୍ଥିତିରେପ୍ରଭାସଙ୍କ କନ୍ୟା କିଏ ହେବ ସେ ନେଇସନେ୍ଦହ ରହିଛି । ଅଭିନେତା ନିଜେତାଙ୍କର ଗୋଟିଏ ଫିଲ୍ମର ପ୍ରମୋସନସମୟରେ ଏହା ପ୍ରକାଶ କରିଥିଲେ ।ସେ ତିରୁପତିଠାରେ ବିବାହ କରିବେବୋଲି କହିଥିଲେ । କୁହାଯାଉଛି ଯେପ୍ରଭାସ ତାଙ୍କର ଆଗାମୀ ଚଳଚ୍ଚିତ୍ର”ସାଲାର’ ରିଲିଜ୍ ହେବା ପରେଘୋଡା ଚଢିବେ । ବିବାହରଖବରେର କେତେ ସତ୍ୟଅଛି ତାହା କେବଳପ ୍ର ଭ । ସକହିପାରିବେ ।

Leave A Reply

Your email address will not be published.