ରାଜ୍ୟରେ ପ୍ରତିଷ୍ଠା ହେବ ସର୍ବସାଧାରଣ ଗ୍ରନ୍ଥାଳୟ

0 56

ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ
ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ
ଦ୍ଭ ୫ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ହେବ ବ୍ୟାପକ
ଦ୍ଭ ସିକିମ୍ ଜମି ଉତ୍ତରାଧିକାରୀଙ୍କୁ ମିଳିବ ରୟତି ଅଧିକାର
ଦ୍ଭ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା
ଭୁବନେଶ୍ୱର,୧୯ା୧୦(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଅଧ୍ୟକ୍ଷତାରେ ଲୋକସେବା ଭବନରେଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ରେ ୭ଟିବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର
ଲାଗିଛି । ବୈଠକ ପରେ କ୍ୟାବିନେଟ୍ ନିଷ୍ପତ୍ତିନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାସଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ,ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ
ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।ମୁଣ୍ଡାରୀ ଭାଷା, ସଂସ୍କୃତିର ସଂରକ୍ଷଣ,ବିକାଶ, ଗବେଷଣାକୁ ଆଗକୁ ନେବା ସହ୬ ଲକ୍ଷରୁ ଊଦ୍ଧ୍ୱର୍ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କପାଇଁ ଏହା ନୂଆ ସମ୍ଭାବନା ସୃଷ୍ଟି କରିବ ।
ସେହିପରି ସେହିପରି ସଂଗ୍ରହାଳୟରସୁପରି·ଳନା, ପ୍ରତ୍ନତତ୍ୱ ଓ ଗ୍ରନ୍ଥାଳୟ ପାଇଁଗଠନ ହେବ ୩ଟି ସ୍ୱତନ୍ତ୍ର ନିଦେ୍ର୍ଦଶାଳୟ ।ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗଅଧିନରେ ଏହି ନିଦେ୍ର୍ଦଶାଳୟ କାର୍ଯ୍ୟ କରିବ ।
ଅନ୍ୟାନ୍ୟ ରାଜ୍ୟରେ ସଂଗ୍ରହାଳୟଗୁଡ଼ିକପରିଚାଳନା ନିମନ୍ତେ ସ୍ୱତନ୍ତ୍ର ନିଦେ୍ର୍ଦଶାଳୟରହିଛି । ସେହିଭଳି ଓଡ଼ିଶାର ବିଭିନ୍ନସମୟରେ ଆବିଷ୍କୃତ, ସମୃଦ୍ଧ, ଐତିହାସିକ,ସାଂସ୍କୃତିକ, କଳାକୀର୍ତ୍ତୀଗୁଡ଼ିକର ସଂରକ୍ଷଣଓ ଏହାଉପରେ ଗବେଷଣା ପାଇଁ ସ୍ୱତନ୍ତ୍ରନିଦେ୍ର୍ଦଶାଳୟ ଗଠନର ଆବଶ୍ୟକତା ରହିଛି ।ଏହି ନୂତନ ନିଦେ୍ର୍ଦଶାଳୟ ନିମନ୍ତେଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀସୃଷ୍ଟି ନିମନ୍ତେ ଆଜି କ୍ୟାବିନେଟ୍ ଅନୁମୋଦନକରିଛନ୍ତି । କଟକ ·ରବାଟିଆ ପ୍ରତିରକ୍ଷା
ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବାବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ରିହାତି ଗୃହ ଯୋଜନାଆରମ୍ଭ କରିଛନ୍ତି ସରକାର । ସେହିପରି ରାଜ୍ୟସମବାୟ ବିପଣନ ଫେଡେରେସନ ପାଇଁସ୍ୱତନ୍ତ୍ର କର୍ପସ ପାଙଋି ଗଠନ କରାଯାଇଛି ।ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବଉନ୍ନତିକରଣ । ଏହାସହ ବଲାଙ୍ଗୀର,ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁକ୍ୟାବିନେଟ୍ ଅନୁମୋଦନ ମିଳିଛି ।ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଭିଲେପାର୍ଲେକେଲାଭଣି ମଣ୍ଡଳ ବିଶ୍ୱବିଦ୍ୟାଳୟ ।ସେହିପରି ·ଷ ହେଉନଥିବା ବିରଳପାରମ୍ପରିକ ଫସଲକୁ ନୂଆ କୃଷିନୀତିଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେସାମିଲ କରାଯିବ । ଏଥିପାଇଁ ରାଜ୍ୟକାର୍ଯ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦକରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀଓ ଖଇରୀ ନଦୀରେ ଉଠା ଜଳସେଚନପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ଅନୁମୋଦନ କରିଛି । ସେହିପରି ମେସୁମୀଅଧିବେଶନ ସତ୍ରାବସାନକୁ ମିଳିଛିକ୍ୟାବିନେଟ୍ ମଞ୍ଜୁରି । ସେହିପରି ସିକିମ୍ ଜମିଉତ୍ତରାଧିକାରୀଙ୍କୁ ମିଳିବ ରୟତ ଅଧିକାର ।ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ରସଂଶୋଧନ ପ୍ରସ୍ତାବକୁ ମଧ୍ୟ ରାଜ୍ୟକ୍ୟାବିନେଟ୍ରେ ପାରିତ କରାଯାଇଛି ।ଓଡ଼ିଶା ସରକାରୀ ମହାବିଦ୍ୟାଳୟ, ଅମଲାସେବା ନିୟମାବଳୀ ପ୍ରଣୟନ ନିମନ୍ତେଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Leave A Reply

Your email address will not be published.