ଲକ୍ଷେ ଟଙ୍କାରେ କିଣିଲେ “ଲିଓ’ ଟିକେଟ

0 69

ଚେନ୍ନାଇ, ୧୯ା୧୦: ଗୋଟିଏସିନେମା ଟିକେଟ ଦାମ୍ ଲକ୍ଷେ ୧୦ହଜାର ଏକ ଟଙ୍କା । ଅବିଶ୍ୱାସଲାଗୁଥିଲେ ବି ଏହା ସତ । ଗୁରୁବାରରିଲିଜ୍ ହୋଇଛି ସାଉଥ୍ ଷ୍ଟାର୍ ଥଲପତିବିଜୟଙ୍କ ଫିଲ୍ମ ଲିଓ । ଆଉ ଏହି ଫିଲ୍ମପାଇଁ ଫ୍ୟାନଙ୍କ ମଧ୍ୟରେ ବହୁତ କ୍ରେଜ୍ଦ ଖାଦେଇଛି । ସମଗ୍ର ଦେଶରବିଭିନ୍ନ ହଲରେ ଏହି ଫିଲ୍ମ ରିଲିଜହୋଇଥିବା ବେଳେ ଦେଖାଦେଇଛିଫ୍ୟାନ୍ସଙ୍କ ଅସମ୍ଭବ ଭିଡ଼ । ପରସ୍ପରକୁମିଠା ଖୁଆଇ ଓ ବାଣ ଫୁଟାଇସେଲିବ୍ରେସନ୍ କରୁଛନ୍ତି ଫ୍ୟାନ୍ସ ।ଏପରିକି ଫିଲ୍ମ ଦେଖିବା ଲାଗି ଅଧିକମୂଲ୍ୟ ଦେଇ ଟିକେଟ କିଣୁଛନ୍ତି ।ତାମିଲନାଡୁ ଚେନ୍ନାଇରେ ବିଜୟଙ୍କଫିଲ୍ମର ପ୍ରଥମ ସୋ ଦେଖିବା ଲାଗିଜଣେ ପ୍ରଶଂସକ ଏକ ଲକ୍ଷ ୧୦ହଜାର ଏକ ଟଙ୍କା ଦେଇ ଟିକେଟକିଣିଥିବା ଜଣାଯାଇଛି । ଚଳିତ ବର୍ଷରବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ “ଲିଓ’ଅନ୍ୟତମ । ଏହି ଫିଲ୍ମଟି ବଡ଼ପରଦାରେ ରିଲିଜ ହୋଇଛି । “ଲିଓ’ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓର ଏସ୍ ଲଳିତକୁମାର ଓ ଜଗଦୀଶ ପଲାନିସ୍ୱାମୀଙ୍କଦ୍ୱାରା ନିର୍ମିତ ଫିଲ୍ମ । ଲୋକେଶକାନଗରାଜ ଫିଲ୍ମର ନିଦେ୍ର୍ଦଶନାଦେଇଥିବା ବେଳେ “ମାଷ୍ଟର’ ପରେ”ଲିଓ’ ବିଜୟଙ୍କ ସହ ଲୋକେଶଙ୍କଏହା ଦ୍ୱିତୀୟ ଫିଲ୍ମ । ଏହି ଚଳଚ୍ଚିତ୍ରରସଙ୍ଗୀତ ନିଦେ୍ର୍ଦଶକ ହେଉଛନ୍ତିଅନିରୁଦ୍ଧ ରବି·ନ୍ଦ । ଥଲପତିବିଜୟଙ୍କ ସହ ଏହି ଫିଲ୍ମରେ ତ୍ରିଶାକୃଷ୍ଣନ, ସଞ୍ଜୟ ଦତ୍ତଳ ଅର୍ଜୁନ ସରଜା,ଗୌତମ ଭାସୁଦେବ ମେନନ୍ ପ୍ରମୁଖନଜର ଆସିବେ । ୧୫ ବର୍ଷ ପରେବଡ଼ ପରଦାରେ ବିଜୟ ଓ ତ୍ରିଶାଙ୍କୁଫ୍ୟାନ୍ସ ଏକାଠି ଦେଖିବାକୁ ପାଇବେ ।

Leave A Reply

Your email address will not be published.