ବୋଲିଂ ବେଳେ ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

0 62

ମୁମ୍ବାଇ, ୧୯ା୧୦: ଶୁକ୍ରବାର ପୁଣେର”ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ଷ୍ଟାଡିୟମ୍’ରେ ଆୟୋଜିତ ଆଇସିସିକ୍ରିକେଟ୍ ବିଶ୍ୱକପ୍ ୨୦୨୩ ଆନ୍ତର୍ଜାତିକଦିନିକିଆ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତିଭାରତ-ବାଂଲାଦେଶ ।
ଟସ୍ ଜିଣିବା ପରେବାଂଲାଦେଶ ପ୍ରଥମେବ୍ୟାଟିଂ କରିବାକୁ ନିଷ୍ପତ୍ତିନେଇଥିବା ବେଳେଭାରତୀୟ ଟିମକୁ ବଡ଼ଝଟକା ଲାଗିଛି । ଟିମରଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ଆରମ୍ଭ ହେବାର କିଛି ସମୟ ପରେ
ଗୁରୁତର ଆହତ ହୋଇଥିବାଜଣାପଡ଼ିଛି । ଟିମ୍ ଇଣ୍ଡିଆରଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂକରୁଥିବା ବେଳେ ଆହତ ହୋଇଛନ୍ତି ।ଗୋଡ଼ ମୋଡ଼ି ହେବାରୁ ତାଙ୍କୁ ତୁରନ୍ତଡାକ୍ତରଖାନାକୁ ନିଆଯାଇଛି । ଏହା
ନିଶ୍ଚିତ ଭାବରେ ଭାରତୀୟପ୍ରଶଂସକଙ୍କ ପାଇଁ ଭଲ ଖବର ନୁହେଁ ।ସୂଚନା ମିଳିଛି ଯେ, ଆହତ ହେବାଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକପାଣ୍ଡ୍ୟାଙ୍କୁ ଡାକ୍ତରଖାନା ପଠାଯାଇଛି ।ସେଠାରେ ତାଙ୍କର ସ୍କାନ କରାଯିବ ସହ
ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାରଆଉ ପଡ଼ିଆକୁ ଫେରିବେନାହିଁ । ଏହା ଭାରତ ପାଇଁଏକ ବଡ ଝଟକା ବୋଲିବିବେଚନା କରାଯାଉଛି ।ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ହେବେ କି ନାହିଁଁ ସେ ପ୍ରଶ୍ନ ଏବେପ୍ରଶଂସକଙ୍କ ମନରେ ଉଠୁଛି ।

Leave A Reply

Your email address will not be published.