ରାଜ୍ୟ ସରକାରୀ କର୍ମ·ରୀଙ୍କୁ ଦଶହରା ଭେଟି ବଢିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

0 74

ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ):ସରକାରୀ କର୍ମ·ରୀଙ୍କ ପାଇଁ ଖୁସିରଖବର । ରାଜ୍ୟ ସରକାରୀ କର୍ମ·ରୀଙ୍କୁପୂଜା ଭେଟି ଦେଲେ ରାଜ୍ୟ ସରକାର । ୪ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣାକରିଛନ୍ତି । ମହଙ୍ଗା ଭତ୍ତା ୪୨%ରୁ୪୬%କୁ ବୃଦ୍ଧି ପାଇଛି । ମହଙ୍ଗା ଭତ୍ତା ବୃଦ୍ଧିଫଳରେ ୪.୫ ଲକ୍ଷ ରାଜ୍ୟ ସରକାରୀକର୍ମ·ରୀ ଉପକୃତ ହେବେ । ସେହିଭଳି୩.୫ଲକ୍ଷ ପେନସନଭୋଗୀ ମଧ୍ୟ ଏଥିରୁଉପକୃତ ହେବେ । ତେବେ ଏହି ବର୍ଦ୍ଧିତମହଙ୍ଗା ଭତ୍ତା ଜୁଲାଇ ୧ରୁ ପିଛିଲା ଭାବେଲାଗୁ ହେବ । ସେହିଭଳି ରଜ ପୂର୍ବରୁ ରାଜ୍ୟସରକାରୀ କର୍ମ·ରୀଙ୍କ ପାଇଁ ବଢିଥିଲାମହଙ୍ଗା ଭତ୍ତା । ୪ ପ୍ରତିଶତ ମହଙ୍ଗା ଭତ୍ତା
ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣାକରିଥିଲେ । ପିଛିଲା ଭାବେ ଗତ ଜାନୁଆରୀମାସରୁ ଲାଗୁ ହୋଇଥିଲା ବର୍ଦ୍ଧିତ ଭତ୍ତା ।ସରକାରୀଙ୍କ କର୍ମ·ରୀଙ୍କ ମହଙ୍ଗା ଭତ୍ତା୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧିପାଇଥିଲା । ଜୁନ୍ ମାସ ଦରମାରେ ଏହାନଗଦ ଭାବେ ମିଳିଥିଲା । ସେପଟେ ଗତ୧୮ ତାରିଖରେ କେନ୍ଦ୍ର ସରକାରୀକର୍ମ·ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନବରାତ୍ରୀଭେଟି ଦେଇଥିଲେ । ୪ ପ୍ରତିଶତ ବଢ଼ିଥିଲାମହଙ୍ଗା ଭତ୍ତା । ପୂର୍ବରୁ ମିଳୁଥିବା ୪୨ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତହୋଇଛି । କିଛି ଦିନ ଧରି ଏହି ୪ ପ୍ରତିଶତବୃଦ୍ଧି ନେଇ ଆଲୋଚନା ·ଲିଥିଲା ।ତେବେ ବିଧିବଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଘୋଷଣା କରିଥିଲେ । ଏହାଦ୍ୱାରାଦେଶର ଲକ୍ଷାଧିକ କେନ୍ଦ୍ରୀୟ କର୍ମ·ରୀ ଓପେନସନଧାରୀ ଉପକୃତ ହେବେ । ଗତଜୁଲାଇ ୧ ତାରିଖରୁ ଏହା ଲାଗୁ ହେବାନେଇ ସୂଚନା ମିଳିଛି ।

Leave A Reply

Your email address will not be published.