ଟାଟା ଷ୍ଟିଲ୍ ସହ ରିନୁଏବଲ୍ ଏନର୍ଜିର ବୁଝାମଣା ସ୍ୱାକ୍ଷର

0 65

ମୁମ୍ବାଇ : ଟାଟା ଷ୍ଟିଲ୍ ପକ୍ଷରୁଘୋଷଣା କରାଯାଇଛି ଯେ ଟାଟାପାୱାର ରିନୁଏଲବଲ୍ ଏନର୍ଜିଲିମିଟେଡ୍ (ଟିପିଆର୍ଇଏଲ୍)ର
ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଟିପିବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍(ଟିପିଭିଏସ୍ଏଲ୍)ର ୨୬ ପ୍ରତିଶତଅଂଶଧନ ଅଧିଗ୍ରହଣ କରିବା ଲାଗି
କଂପାନି ଆଲୋଚନା ଶେଷକରିଛି । ଟିପିଆରଇଏଲ୍ ଓଟିପିଭିଏସ୍ଏଲ୍ ସହିତ ଟାଟା ଷ୍ଟିଲ୍ଲିମିଟେଡ୍ ପକ୍ଷରୁ ବୁଝାମଣା ସ୍ୱାକ୍ଷର
କରାଯିବ । ଟିପିଭିଏସଏଲ୍ଠାରୁ୩୭୯ ମେଗାୱାଟ୍ ଅକ୍ଷୟ ଶକ୍ତିସଂଗ୍ରହ କରିବା ଲାଗି ଟାଟା ଷ୍ଟିଲ୍ପକ୍ଷରୁ ଏକ ଦୀର୍ଘମିଆଦୀ ସ୍ଥାୟୀ
ଟାରିଫ୍ ଚୁକ୍ତି ସ୍ୱାକ୍ଷର କରାଯିବଯାହା ଦ୍ୱାରା ୨୫ ବର୍ଷର ଚୁକ୍ତିଅବଧିରେ ୫୦ ନିୟୁତ ଟନ୍କାର୍ବନ ନିର୍ଗମନକୁେ ର । କ । ଯ । ଇ ପ । ର ି ବ ।
ଟିପିଭିଏସ୍ଏଲ୍ ପକ୍ଷରୁ ଏକ୯୬୬ ମେଗାୱାଟ୍ର ସୌର-ପବନ ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପସ୍ଥାପନ କରାଯିବ ଯାହା ହେବ
ଭାରତର ସର୍ବବୃହତ ଶିଳ୍ପ ବିଦୁ୍ୟତପ୍ରକଳ୍ପ । ଟାଟା ଷ୍ଟିଲ୍ଜାମସେଦପୁରରେ ପୂର୍ବରୁ ଥିବାକୋଲଲା ଭିତିକ ବିଦୁ୍ୟତ ଉତ୍ପାଦନରକିଛି ଅଂଶର ଏହା ସ୍ଥାନ ନେବ ଏବଂଟାଟା ଷ୍ଟିଲ୍
କଳିଙ୍ଗନଗର ଓ ପାବରଲୁଧିଆନାରେ ଥିବା ଇଲେକ୍ଟ୍ରିକ୍ ଆର୍କଫର୍ଣ୍ଣାସ୍ର ଆବଶ୍ୟକତାକୁ ମଧ୍ୟ ତାହାପୂରଣ କରିବ । ଏହି ଅବସରରେଟାଟା ଷ୍ଟିଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ
ଅଧିକାରୀ ଓ ପରିଚାଳନା ନିଦେ୍ର୍ଦଶକଟି ଭି ନରେନ୍ଦ୍ରନ କହିଛନ୍ତି ଯେ,”ଟାଟା ପାୱାର ରିନୁଏବଲ୍ ଏନର୍ଜିସହିତ ଆମର ସହଯୋଗିତା୨୦୪୫ ସୁଦ୍ଧା ନେଟ୍ ଜିରୋକାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ
କରିବା ପାଇଁ ଟାଟା ଷ୍ଟିଲ୍ରଦୀର୍ଘସ୍ଥାୟୀ ଯାତ୍ରାରେ ଏକଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପରିବେଶଉପରେ ଆମର ପ୍ରଭାବକୁ କମ୍କରିବା ଏବଂ ସ୍ୱଚ୍ଛ, ସବୁଜ ଶକ୍ତିସମାଧାନ ଆଡକୁ ଅଗ୍ରସର ହୋଇ
ଏକ ଉତମ ଭବିଷ୍ୟତ ଗଠନକରିବା ଲାଗି ଆମେ ପ୍ରତିବଦ୍ଧରହିଛୁ ।” ଟାଟା ପାୱାରର ସିଇଓଓ ଏମ୍ଡି ଡକ୍ଟର ପ୍ରବୀର ସିହ୍ନାକହିଛନ୍ତି ଯେ, “ଟାଟା ଷ୍ଟିଲ୍ ପାଇଁଚବିଶ ଘଂଟିଆ ହାଇବ୍ରିଡ୍ ଅକ୍ଷୟ
ଶକ୍ତି ପ୍ଲାଂଟ୍ ବିକାଶ କରୁଥିବାରୁ ଟାଟାପାୱାରରେ ଆମେ ବହୁତ ଖୁସି । ଏହାହେଉଛି ଦେଶରେ ଅନ୍ୟତମସର୍ବବୃହତ ଶିଳ୍ପ ଗ୍ରୁପ୍ କ୍ୟାପ୍ଟିଭ୍କାରଖାନା ଏବଂ କାର୍ବନ ନିର୍ଗମନକୁ
କମ୍ କରି ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନପ୍ରଦାନ କରିବ ।”

Leave A Reply

Your email address will not be published.