ଭାରତୀୟ ବେୈ ଦଶକି ମଦୁ ।୍ର ଭଣ୍ଡାରରେ ଅଭବି ଦ୍ଧ

0 95

ନୂଆଦିଲ୍ଲୀ: ଗତ କିଛି ସପ୍ତାହହେଲା ଭାରତର ବୈଦେଶିକମୁଦ୍ରା ଭଣ୍ଡାରେ ଲାଗି ରହିଥିବାହ୍ରାସ ଏବେ ଥମିଛି । ୧୩ଅକ୍ଟୋବର ୨୦୨୩ରେ ସମାପ୍ତ
ହୋଇଥିବା ସପ୍ତାହରେ ଭାରତରବିଦେଶୀ ମୁଦ୍ରା ଭଣ୍ଡାରରେ୧.୧୫୩ ବିଲିୟନ ଡଲାରଅଭିବୃଦ୍ଧି ସହ ୫୮୫.୮୯ବିଲିୟନ ଡଲାରରେ ପହଞ୍ଚିଛି ।
ତେବେ ଏହା ପୂର୍ବ ସପ୍ତାହରେବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସହୋଇ ୫୮୪.୭୫ ବିଲିୟନଡଲାରକୁ ପହଞ୍ଚି ଯାଇଥିଲା ।ଭାରତୀୟ ରିଜର୍ଭ ବ୍ୟାଙ୍କ
(ଆରବିଆଇ) ଶୁକ୍ରବାରବୈଦେଶିକ ମୁଦ୍ରାଭଣ୍ଡାରର ତଥ୍ୟଜାରି କରିଥିଲେ । ଏଥିରେ ଗୋଲ୍ଡରିଜର୍ଭ ଅଭିବୃଦ୍ଧି ସମ୍ପର୍କରେ ସୂଚିତକରିଛନ୍ତି । ଆରବିଆଇଙ୍କ ଦ୍ୱାରା
ଜାରି ସୂଚନା ଅନୁସାରେ ବିଦେଶୀକରେନ୍ସୀ ଆସେଟସ୍ରେ ହ୍ରାସହୋଇଛି । କରେନ୍ସୀ ଆସେଟସ୍୧୭୮ ମିଲିୟନ ଡଲାର ହ୍ରାସ ସହ
୫୧୯.୩୫୧ ବିଲିୟନ ଡଲାରକୁଚାଲିଆସିଛି । ତେବେ ଗୋଲ୍ଡରିଜର୍ଭରେ ବୃଦ୍ଧି ହୋଇଛି । ଏହା୧.୨୬୮ ବିଲିୟନ ଡଲାର ବୃଦ୍ଧି
ସହିତ ୪୩.୫୭୫ ବିଲିୟନଡଲାରକୁ ପହଞ୍ଚି ଯାଇଛି । ଏତିକିବେଳେ ଅନ୍ତର୍ଜାତୀୟ ମୁଦ୍ରାପାଙଋି(ଆଇଏମଏଫ) ରିଜର୍ଭରେ ୮ମିଲିୟନ ଡଲାର ହ୍ରାସ ହୋଇଛି ।
ଫଳରେ ଏହା ୪.୯୭୫ ବିଲିୟନଡଲାର ହୋଇଯାଇଛି । ଭାରତୀୟଟଙ୍କା ତୁଳନାରେ ଆମେରିକୀୟଡଲାର ଏବେ ମଧ୍ୟ ବେଶ୍ ମଜଭୁତଅଛି । ତେବେ ଅକ୍ଟୋବର ୨୦
ତାରିଖରେ ଡଲାର ତୁଳନାରେଟଙ୍କା ସାମାନ୍ୟ ମଜଭୁତ ହୋଇଥିବାଦେଖାଯାଇଛି । ଟଙ୍କା ଡଲାରମୁକାବିଲାରେ ୧୩ ପଇସା ମଜଭୁତହୋଇ୮୩.୧୩ ସ୍ତରରେ ବନ୍ଦ
ହୋଇଛି । ଗତ କିଛି ଦିନ ହେଲାଡଲାର ୮୩ ଟଙ୍କା ଉପରେ ଚଢିରହିଛି । ଭାରତର ବୈଦେଶିକମୁଦ୍ରାଭଣ୍ଡାର ଅକ୍ଟୋବର୨୦୨୧ରେ ସର୍ବାଧିକ ୬୪୫
ବିଲିୟନ ଡଲାରର ରେକର୍ଡସ୍ତରକୁ ପହଞ୍ଚିଥିଲା । ତେବେପରେ ଏଥିରେ ହ୍ରାସ ଦେଖାଦେଇଥିଲା । ଏବେ ୬୦୦ବିଲିୟନ ଡଲାର ତଳେ ରହୁଛି ।ଋଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ
ବୈଦେଶିକ ମୁଦ୍ରା ଭଣ୍ଡାରରେହ୍ରାସ ହୋଇଚାଲିଛି । ଏବେଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଏଥିରେ ପୁଣି ହ୍ରାସ ଦେଖା ଦେଇଛି ।

Leave A Reply

Your email address will not be published.