ପାରାଦୀପରେ ୧ ନମ୍ବର ବିପଦ ସଂକେତ

0 101

ପାରାଦୀପ,(ଡିକେ ନୁ୍ୟଜ୍):ବଙ୍ଗୋପସାଗର ରେ ସୃଷ୍ଟଲଘୁଚାପ ପାଇଁ ସମୁଦ୍ର ଅଶାନ୍ତରହିବା ସହ ପ୍ରବଳ ବର୍ଷା ଓ ପବନହେବାର ପୂର୍ବାନୁମାନ କରିଛିପାଣିପାଗ ବିଭାଗ ମତ୍ସ୍ୟଜୀବି
ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁପରାମର୍ଶ ଦିଆଯାଇଥିବା ବେଳେପାରାଦୀପ ମତ୍ସ୍ୟ ବିଭାଗ ପକ୍ଷରୁସତର୍କ ମଧ୍ୟ କରାଇଦିଆଯାଇଛି । ସମୁଦ୍ର ମଧ୍ୟକୁ ମାଛଧରିବା ପାଇଁ ଯାଇଥିବା ଟ୍ରଲର
ମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଟିଟ୍ରଲର ଫେରି ଆସିଥିବା ବେଳେଆଉ କିଛି ରହିଥିବା ଟ୍ରଲରକୁ ତୁରନ୍ତ କୂଳକୁ ଫେରିବାକୁ ସୂଚନା ଦଇଛିମତ୍ସ୍ୟ ବିଭାଗ । ତେବେ ଆଜି ସକାଳେ ପାରାଦୀପ ରେ କୋହଲା ପାଗ
ଲାଗି ରହିଛି ଦଶହରା ଦିନ ବର୍ଷା ହେବାର ସୂଚନା ଦେଇଛି ପାଣିପାଗବିଭାଗ ତେବେ ଏହି ଲଘୁଚାପ ଜନିତ ବାତ୍ୟା ପାଇଁ ପାରାଦୀପବନ୍ଦରରେ ୧ ନମ୍ବର ବିପଦ ସଂକେତ ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.