୧ରୁ ବ୍ୟବସାୟୀ ଜିଏସଟି ଚ୍ୟାଲେଞ୍ଜ ଅପଲୋଡ ବାଧ୍ୟତାମୂଳକ

0 60

ନୂଆଦିଲ୍ଲୀ : ପତ୍ୟେକ ମାସ କିଛିପରିବର୍ତ୍ତନ ସହିତ ଆରମ୍ଭହୋଇଥାଏ । ନଭେମ୍ବର ପହିଲାଠାରୁବ୍ୟବସାୟ ସମ୍ବନ୍ଧୀୟ କ୍ଷେତ୍ରରେକେତେକ ପରିବର୍ତ୍ତନ ଦେଖିବାକୁମିଳିବ । ଯାହା ସାଧାରଣ ଲୋକଙ୍କଉପରେ ସିଧାସଳଖ ପ୍ରଭାବ
ପକାଇବ । ପହିଲାରୁ ୪ ଟି ବଡପରିବର୍ତ୍ତନ ହେବ । ଜିଏସଟିରେପରିବର୍ତ୍ତନ ହେବ । ୧୦୦ କୋଟିକିମ୍ବା ତା’ଠାରୁ ଅଧିକ କାରବାରକରୁଥିବା ବ୍ୟକ୍ତିଙ୍କ ପାଇଁ ନଭେମ୍ବର୧ ପରେ ୩୦ ଦିନ ମଧ୍ୟରେ ଇଚ୍ୟାଲେଞ୍ଜ ପୋର୍ଟାଲରେ ଜିଏସଟିଚ୍ୟାଲେଞ୍ଜ ଅପଲୋଡ କରିବାବାଧ୍ୟତାମୂଳକ ହେବ । ଜିଏସଟିକର୍ତ୍ତୃପକ୍ଷ ସେପ୍ଟେମ୍ବର ମାସରେ ଏବିଷୟରେ ସୂଚନା ଦେଇଥିଲେ ।ଲାପଟପ ଆମଦାନୀ ପାଇଁ ନୂତନନିୟମ ରହିଛି । ଅକ୍ଟୋବର ୩୦ପର୍ଯ୍ୟନ୍ତ ୮୭୪୧ ବର୍ଗରଲାପଟପ, ଟାବଲେଟ ଏବଂବ୍ୟକ୍ତିଗତ କମ୍ପୁ୍ୟଟର ଆମଦାନୀଉପରେ ସରକାର ରିହାତିଦେଇଥିଲେ, କିନ୍ତୁ ପହିଲାରୁ କ’ଣହେବ? ଏ ବିଷୟରେ କୌଣସିସୂଚନା ଦିଆଯାଇନାହିଁ । ତେବେଆମଦାନୀ ପାଇଁ ପ୍ରସ୍ତୁତ ନୂତନନିୟମ ନଭେମ୍ବର ପହିଲାରୁକାର୍ଯ୍ୟକାରୀ ହୋଇପାରିବ ବୋଲିଆଶା କରାଯାଉଛି । ସେନ୍ସେକ୍ସରେଦେୟ ଆଦାୟ କରାଯିବ ।ଅକ୍ଟୋବର ୨୦ ରେ, ମୁମ୍ବାଇ ଷ୍ଟକଏକ୍ସଚେଞ୍ଜ ଘୋଷଣା କରିଥିଲାନଭେମ୍ବର ୧ ରୁ ଇକ୍ୱିଟିଡେରିଭେଟିଭ ସେଗମେଣ୍ଟ ଉପରେଫି ଲାଗୁ କରାଯିବ । ଯାହା ପରେଏହାକୁ ବିରୋଧ କରାଯାଇଥିଲା,କାରଣ ଏହା ଖୁଚୁରା ନିବେଶକଏବଂ ଛୋଟ ବ୍ୟବସାୟୀଙ୍କ ଉପରେନକାରାତ୍ମକ ପ୍ରଭାବ ପକାଇପାରେ ।

Leave A Reply

Your email address will not be published.