ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

0 89

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ବିଶିଷ୍ଟ ଗବେଷକ, ଫଟୋଗ୍ରାଫର,ଲେଖକ ତଥା ଅବସରପ୍ରାପ୍ତପ୍ରଶାସକ ରାଜା ପରିଜାଙ୍କ “ଲାଇଟହାଉସେସ୍ ଅଫ୍ ଓଡ଼ିଶା : ବିକନ୍ସଅଫ୍ ଟୁରିଜିମ୍’ ପୁସ୍ତକ ରାଜ୍ୟପାଳପ୍ରଫେସର ଗଣେଶୀ ଲାଲ୍ଙ୍କ ଦ୍ୱାରାଉନ୍ମୋଚିତ ହୋଇଯାଇଛି ।ରାଜ୍ୟପାଳ ପ୍ରଫେସର ଲାଲ୍ଲେଖକଙ୍କ ପ୍ରୟାସର ଭୂୟସୀପ୍ରଶଂସା କରି କହିଲେ ଯେ ଓଡ଼ିଶାରଭାବ ଓ ସଂପଦର ପ୍ରସାର ନିମନ୍ତେବିଶେଷ ଉଦ୍ୟମ ହେବା ଦରକାର ।ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାର ଉକôର୍ଷଅଛି । ସେସବୁର ଆକଳନ,ବ୍ୟାଖ୍ୟାନ ଓ ସଂପ୍ରସାରଣରେଏଭଳି ପୁସ୍ତକ ସହାୟକହୋଇପାରିବ । ଲେଖକ ଶ୍ରୀ ପରିଜାପୁସ୍ତକ ସଂପର୍କରେ ସୂଚନା ପ୍ରଦାନକରିଥିଲେ । ଏହି ପୁସ୍ତକରେଓଡ଼ିଶାରେ ଥିବାବତୀଘରଗୁଡ଼ିକସଂପର୍କରେ ସଚିତ୍ର ତଥ୍ୟ ସଂକଳିତହୋଇଛି । ଉନ୍ମୋଚନ ସମୟରେପୁସ୍ତକର ପ୍ରକାଶକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.