ଘରେ ଦଶହରା ପାଳିଲେ ବିଜୟ ଦେବରକୋଣ୍ଡା

0 79

ମୁମ୍ବାଇ, ୨୬ା୧୦: ସାରା ଦେଶରେମଙ୍ଗଳବାର ପାଳନ ହେଉଛିଦଶହରା । ସେହିପରି ବଲିଉଡରୁନେଇ ଟଲିଉଡ ପର୍ଯ୍ୟନ୍ତ ସମସ୍ତେଧୁମ୍ଧାମରେ ପାଳନ କରୁଛନ୍ତି ଏହିଦଶହରା । ତେବେ ସାଉଥ୍ ଅଭିନେତାବିଜୟ ଦେବରକୋଣ୍ଡା ସୋମବାରରାତିରେ ହାଇଦ୍ରାବାଦ ସ୍ଥିତ ତାଙ୍କଘରେ ଦଶହରା ପୂଜା କରିଛନ୍ତି ।ବିଜୟ ଏହି ପୂଜାର ଫଟୋ ସୋସିଆଲମିଡିଆରେ ସେୟାର କରିଛନ୍ତି । ବିଜୟତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମ “ଖୁସି’ରମେମ୍ବରଙ୍କ ସହ ପୂଜା କରୁଥିବାରନଜର ଆସିଛନ୍ତି । ବିଜୟ ହଳଦିଆକୁତ୍ରା ଓ ଧଳା ପ୍ୟାଣ୍ଟରେ ପୂଜାକରୁଥିବାର ଦେଖିବା ପାଇଁ ମିଳିଛି ।ସେୟାର କରିଥିବା ଫଟୋରେ ସେପ୍ରଥମେ ପୂଜାରୀ ଠାରୁ ଟିକାଲଗାଇଥିଲେ, ଏବଂ ଅନ୍ୟ ଫଟୋରେପରିବାର ଲୋକଙ୍କ ସହ ଖୁସିରେପୂଜା କରୁଥିବାର ଦେଖିବା ପାଇଁମିଳିଛି । ବିଜୟ ଫଟୋରକ୍ୟାପସନରେ ଲେଖିଛନ୍ତି, ଯେ”ପରିବାର ଲୋକଙ୍କୁ ପୂଜାରଶୁଭକାମନା’ । ଆପଣମାନଙ୍କୁଦଶହରାର ଶୁଭକାମନା । ଏହାସହଫ୍ୟାନ୍ସ ବିଜୟଙ୍କୁ ମଧ୍ୟ ବିଜୟଦଶମୀରଶୁଭକାମନା ଜଣାଇଛନ୍ତି । ବିଜୟଙ୍କଘରେ ହୋଇଥିବା ପୂଜା ସମୟରଫଟୋରେ ତାଙ୍କ ଗର୍ଲ ଫ୍ରେଣ୍ଡ ରଶ୍ମୀକାମନ୍ଦାନା ନଜର ଆସିନଥିଲେ । ହେଲେରଶ୍ମୀକାଙ୍କୁ ସୋମବାର ରାତିରେମୁମ୍ବାଇ ଏୟାରପୋର୍ଟରେ ଷ୍ଟକ୍କରାଯାଇଥିଲେ । ଏହାସହ ତାଙ୍କମଥାରେ ପୂଜାର ଟିକା ମଧ୍ୟଲାଗିଥିବାର ଦେଖିବା ପାଇଁ ମିଳିଛି ।ଏହା ଦେଖିବା ପରେ ଲୋକମାନେଭାବୁଛନ୍ତି ଯେ ରଶ୍ମୀକା ମଧ୍ୟ ବିଜୟଙ୍କଘରେ ହୋଇଥିବା ପୂଜାରେ ସାମିଲହୋଇଥିଲେ । ବହୁତ ସମୟରୁ ସମସ୍ତସ୍ଥାନରେ ରଶ୍ମୀକା ଓ ବିଜୟଙ୍କ ଡେଟିଂଖବର ଶୁଣିବା ପାଇଁ ମିଳୁଥିଲା ।ହେଲେ ସେ ଦୁଇ ଜଣ ସବୁ ବେଳେନିଜର ସମ୍ପର୍କ କହିଥାନ୍ତି କି, ସେମାନେକେବଳ ଭଲ ସାଙ୍ଗ । ତେବେବିଜୟଙ୍କ କାମ କଥା କହିଲେ, ସେଶେଷଥର ପାଇଁ ସାମନ୍ଥା ରୁଥଙ୍କ ସହଫିଲ୍ମ “ଖୁସି’ରେ ନଜର ଆସିଥିଲେ ।ଏହାସହ ରଶ୍ମୀକା ଖୁବ୍ ଶୀଘ୍ରରଣବୀର କପୁରଙ୍କ ଫିଲ୍ମ”ଆନିମଲ’ରେ ନଜର ଆସିବେ ।ଏହି ଫିଲ୍ମଟି ଡିସେମ୍ବରରେ ସିନେମାହଲରେ ରିଲିଜ୍ ହେବ ।

Leave A Reply

Your email address will not be published.