ଜଣେ ଉଜାଗର ଲେଖକଙ୍କ କଲମରୁ

0 57

ଡ଼ ନିଖିଳାନନ୍ଦପାଣିଗ୍ରାହୀଙ୍କ ସ୍ତମ୍ଭଗୁଡ଼ିକରଏକ ସ୍ୱତନ୍ତ୍ର ପରିଚୟରହିଛି । ଏଗୁଡ଼ିକୁ ସେ ଖୁବ୍ସନ୍ତର୍ପଣରେ ଲେଖିଥାନ୍ତି ।ତାଙ୍କର ସମସ୍ତ ଲେଖାରେ
ପୂର୍ବାପର ପ୍ରସଙ୍ଗ ଥାଏ,ତଥ୍ୟ ଓ ଯୁକ୍ତି ମଧ୍ୟ ଥାଏ ।ଲେଖାରେ ସେ ପ୍ରଚୁରକୋଟେସନ ଦିଅନ୍ତି । ଆହୁରିବଡ କଥା, ସେ ସାଂପ୍ରତିକ
ପରିସ୍ଥିତି ଓ ଘଟଣାରଅନୁଧ୍ୟାନ କରିବା ସହତାହାର ଗଭୀର ଅନୁଶୀଳନକରିଥାନ୍ତି ।ଆଲୋଚ୍ୟ ସଙ୍କଳନଶୟନ କକ୍ଷରେ ଉଜାଗରଟି
ତାଙ୍କ ଅନ୍ୟ ସଙ୍କଳନ ଠାରୁଭିନ୍ନ । ଭିନ୍ନ ଏଥିପାଇଁ ଯେଏଥିରେ ଅନେକ ବିଷୟସ୍ଥାନ ପାଇଛି – ରାଜନୀତିସାହିତ୍ୟ, ଶିକ୍ଷା, ଆଚାରବ୍ୟବହାର, ବ୍ୟକ୍ତିତ୍ୱ ଓ ଅନ୍ୟ
ବହୁ କଥା ଯାହା ଆମକୁଉଦ୍ୱେଳିତ କରେ, ଅଧିକ ଚିନ୍ତାକରିବା ପାଇଁ ଖୋରାକଯୋଗାଇଥାଏ ।ମୋଟ ୬୦ଟି ଲେଖାର
ସମାହାର,ଏହି ସଂଗ୍ରହରେସ୍ଥାନିତ ହୋଇଥିବା ପ୍ରତ୍େୟକଟିଲେଖାରେ ଏକ ଚମକଅଛି,ଏକ ଆକର୍ଷଣ ଅଛି ଓପଢ଼ିବାର ଆଗ୍ରହ ରହିଛି । ଡ
ପାଣିଗ୍ରାହୀଙ୍କ ଲେଖାର ଅନ୍ୟଏକ ଉଲ୍ଲେଖନୀୟ ଦିଗ ହେଲାଲେଖାଗୁଡ଼ିକର ଅଭିନବଶୀର୍ଷକ । ଉଦାହରଣ ସ୍ୱରୂପଏଥିରେ ସଂଯୋଜିତ କିଛି
ଲେଖା : ଆରମ୍ଭରେ ଲାଞ୍ଜ ଥିବାବୋତଲ ସାଥି, ପ୍ରେମିକାଙ୍କମଧ୍ୟରୁ ପତ୍ନୀ ଚୟନ,ଚକ୍ରପାଣିଙ୍କଆଖିପତା, ବୃନ୍ଦାବନରେ ଭକ୍ତରଶିହରଣ, ଷାଠିଏ ଟଙ୍କାରେ
ଆଙ୍ଗୁଠି, ଗାଧୁଆ ଘରରୁ ଗୁରୁଚଣ୍ଡାଳ ଦୋଷ, ହଇ,ନିଜଘରେ ନିସ୍ତେଜ ଚନ୍ଦ୍ର ସୂର୍ୟ,ବୁଢ଼ାବୁଢ଼ୀଙ୍କ ଉପରେ ବିଜୁଳିଆକ୍ରମଣ, ଡାକ୍ତରଖାନା
ଯାଉନଥିବା ଆମ୍ୱୁଲାନ୍ସ,ଅଗ୍ନିକାଣ୍ଡ ନିବାରଣରେ ଛେଳିସେନା, ଦିନେ ଓଳିଏ ଜେଲ୍ହାୱା, ହ୍ୱାଇ ଦିସ କୋଲାଭରିଡି, ଯନ୍ତାରେ ଗାଈ ବାହାରେବାଘ୍, ସରସ୍ୱତୀ ମଦ
ବୋତଲରେ ଥାଆନ୍ତି କି,ଉଜ୍ଜୀବିତ ବାନପ୍ରସ୍ଥ ପ୍ରଥାଇତ୍ୟାଦି । ଶୀର୍ଷକ ହିଁବିଷୟବସ୍ତୁ ଭିତରକୁନେଇଯାଇ ଥାଏ ଏହା ଲେଖକଖୁବ୍ ଭଲ ଭାବରେ ବୁଝିଛନ୍ତି ।
ଏହି ସଂକଳନରେ ସ୍ଥାନପାଇଥିବା ଡ ପାଣିଗ୍ରାହୀଙ୍କଗଭୀର ଅନୁଶୀଳନ ଓ ତର୍ଜମାରକେତୋଟି ଦିଗକୁ ଆଲୋଚନାକରାଯାଇପାରେ । ହାସ୍ୟ ସ୍ରଷ୍ଟାଙ୍କଆଖିରେ ଦିବସ ପାଳନ ଶୀର୍ଷକ
ଲେଖାରେ ସେ ପଚାରିଛନ୍ତିଉକ୍ରଳ ଦିବସ ଓ ଏପ୍ରିଲ ଫୁଲଦିନଟି ଗୋଟିଏ ଦିନରେପଡୁଥିବାରୁ ହାସ୍ୟ ସ୍ରଷ୍ଟାମାନେଏହାକୁ କିଭଳି ପାଳନକରିବେ? ଦୁଇ ନାୟିକା ଶୀର୍ଷକ
ଲେଖାରେ ବଙ୍ଗଳାର ମହାନ୍ଔପନ୍ୟାସିକ ଶରତଚନ୍ଦ୍ରଙ୍କଦେବଦାସ ଉପନ୍ୟାସ ଉପରେଏକ ବଡ ପ୍ରଶ୍ନ ପଚାରିଛନ୍ତିଲେଖକ: ସତୀତ୍ୱ ଓ ନାରୀତ୍ୱମଧ୍ୟରେ ଶ୍ରେଷ୍ଠ କେଉଁଟି?
ଦେବଦାସର ବ୍ୟବଚ୍ଛେଦ ଏକବିରଳ ଆଲୋଚନା ଠିକ୍ସେହିଭଳି ବନ୍ଦୀ ସାହିତ୍ୟ ବାକାରା ସାହିତ୍ୟର ଏକ ସ୍ୱତନ୍ତ୍ରତାପରିଲକ୍ଷିତ ହୁଏ ବୋଲିମେଳଣ /ଅବେଳରେ ପଶାପାଲି
କାର୍ପେଟ୍ରେ ନୂଆଁଖାଇ-ନବାନ୍ନ ।( କଥା: ଅଦିନ ଓ ସବୁଦିନ, ପୃ: ୨୦)ଯୁଦ୍ଧଖୋର ସାମ୍ରାଜ୍ୟବାଦୀଅମଣିଷ ମାନଙ୍କ ପାଇଁ ସବୁଜଗ୍ରହଆଜି ବ୍ୟାଧିଗ୍ରସ୍ତ, ବିପତ୍ତ ।
ସେଇଥି ପାଇଁ ମଧ୍ୟପ୍ରାଚ୍ୟ ଆଜିବାରୁଦ ଗନ୍ଧରେ ଅଣନିଶ୍ୱାସୀ ।ଯୁଦ୍ଧ କେବେ ସରେନି ଏଠି ।ଚକ୍ରାନ୍ତକାରୀ ମାନେ ଅହରହବ୍ୟୁହ ରଚନା କରି ଚାଲିଥାନ୍ତି ।ସେଥିପାଇଁ ତ ରୁଷ୍ ୟୁକ୍ରେନ୍ ଯୁଦ୍ଧ
ସରିବା ଆଗରୁ ଆରମ୍ଭ ହୋଇଛିଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ।ଯୁଦ୍ଧର ବିଭୀଷିକା ବ୍ୟଥିତ କରିଛିକବିଙ୍କୁ ।ସରେ ନାହି ମୋ ପଣରପାଶବିକତା/ ସରେ ନାହି ଯୁଦ୍ଧରବିଭୀଷିକା / ମଣିଷ ପାଶୋରି ଦିଏ
ସେ ମଣିଷ / ପାଶୋରି ପକାଏତା ଜନ୍ମର ଅଲୌକିକ ଆୟୁଷ/ପୋଛିଦିଏ ଈଶ୍ୱରଙ୍କ ଅସ୍ମିତାକୁ/ନିଜନିଜ ପାଟଥାଟର ପରିଧିରେ ।(ଯୁଦ୍ଧ, ପୃ : ୩୨)ଯୁଦ୍ଧଖୋର ପୃଥିବୀରେ ତଥାପିମଣିଷ ଭରସା ତୁଟେଇ ନଥାଏ
ଈଶ୍ୱରଙ୍କ କରୁଣା ଉପରୁ । କାହାରପାଣିକାଚ ତୁଟି ନଯାଉ ସେଥିପାଇଁଏକ ଅଭାବି ମଣିଷରକହିବାକୁ ଯାଇ ସେ ମଧୁସୁଦନଦାସ ଓ ଗୋପବନ୍ଧୁଙ୍କୁ ଦୁଇଟିଭିନ୍ନ ଭିନ୍ନ ପଦ୍ଧତିରେ ବିଭକ୍ତକରିଛନ୍ତି । ଲେଖକଙ୍କ ମତରେ
ଜଣେ ଟପ୍ ଅପ୍ ଓ ଅନ୍ୟ ଜଣେଟପ୍ ଡାଉନ୍ । ୧୦୮ ଆମ୍ୱୁଲାନ୍ସସେବାକୁ ନେଇ ଏକ ଚମକ୍ରାରଆଲୋଚନା ସେ କରିଛନ୍ତି ଓଆମ୍ୱୁଲାନ୍ସର ବିଶ୍ୱ ଇତିହାସକୁଏହି ଲେଖାରେ ଉପସ୍ଥାପନ
କରାଯାଇଛି । ପିତା ପୁତ୍ରସମ୍ପର୍କର ନୂଆ ସଜ୍ଞା ତାଙ୍କରଅନ୍ୟ ଏକ ଉଲ୍ଲେଖନୀୟଲେଖା । ବୈଜ୍ଞାନିକ ଓମନସ୍ତାତ୍ତ୍ୱିକ ଚିନ୍ତାଧାରା କଣକହୁଛି ତାହାର ଉଲ୍ଲେଖ ରହିଛି
ଏହି ଲେଖାରେ । ନୂଆ ସଜ୍ଞାଅନୁଯାୟୀ ବାପା ମାଆଜିକାଲିର ପୁତ୍ର-ପୁତ୍ରୀଙ୍କଆଗରେ ବାକ୍ ଓ ଶ୍ରବଣ ଶକ୍ତିରହିତ ଜୀବ ଭଳି ରହିବାକୁବାଧ୍ୟ ବୋଲି ତାଙ୍କର ମତ ।ଲଙ୍ଗଳ ଧୁଆ ପୁନେଇଁର
ଲୌକିକ ସାଂସ୍କୃତିକ ଓଆଧ୍ୟାତ୍ମିକ ଦିଗକୁ ଉନ୍ମୋଚନକରିବାକୁ ଯାଇ ସେ ଲେଖିଛନ୍ତିକିଭଳି ଆଜିର ଚାଷୀ ପାଇଁଚାଷ ଏକ କ୍ଷତିଜନକବ୍ୟବସାୟ ହୋଇପଡିଛି ।ନିଜ କଥା ଶୀର୍ଷକରେ ଡ
ପାଣିଗ୍ରାହୀ ଲେଖିଛନ୍ତି: ମୋରଚନାବଳୀର ଏକଉଲ୍ଲେଖନୀୟ ଭାଗ ହେଉଛିସ୍ତମ୍ଭ । ସାହିତ୍ୟର ଏହି ବିଭାଗପାଇଁ ସକ୍ରିୟ ହେବା ସକାଶେମୋତେ ଏକ ଅଦୃଶ୍ୟ ଶକ୍ତି
ଏ ମଧ୍ୟରେ ମୁଁପଢିବାକୁ ପାଇଛି ଲେଖକଅଭିରାମ ମଣ୍ଡଳଙ୍କଉପନ୍ୟାସ ପରାହତନାୟକ । ଉପନ୍ୟାସଲେଖନୀ କ୍ଷେତ୍ରରେ ଏଠିଲେଖକ ନୂଆ ହେଲେହେଁଉପନ୍ୟାସଟିର କଥାବସ୍ତୁ ଓ
ଘଟଣା ଚକ୍ର ପ୍ରାୟତଃକୋଡିଏରୁ ପଚିଶି ବର୍ଷତଳର ପୁରୁଣା । କାହାଣୀରେସେମିତି ବିଶେଷ କିଛିନୂତନତ୍ୱ ନଥିଲେ ବିକାହାଣୀର ଚରିତ୍ର, ଚରିତ୍ରରଭୋଗିବାପଣ, ପାରିପାଶ୍ୱିର୍କ
ଚିତ୍ର ଓ ଚିତ୍ର ଭିତରର କଥାରେରହିଛି ମାଦକତା । କାହାଣୀରକଥନ ଶୈଳୀରେ କଞ୍ଚା ହାତରଅନୁଭବ ଆସୁଥିଲେ ବି ଭଲଲାଗୁଛି ଗାଁର କଥା, ଗାଁରଦୃଶ୍ୟ, ଅଭାବି ମଣିଷର ଦୁଃଖ
ଓ ଅଭାବି ମଣିଷର ପ୍ରେମକଥା ।କାହାଣୀର ନାୟକ ସୁବଳରପାରିବାରିକ ଜୀବନ, ତ୍ୟାଗ,ନିସ୍ୱାର୍ଥପର ବନ୍ଧୁତାର ଭାବ ଓପ୍ରେମକୁ ନେଇ ଆଗକୁ ବଢିଛିକାହାଣୀ । ଏଠି କାହାଣୀର
ନାୟକ ସୁବଳ ଓ ନାୟିକାସରିତାର ପ୍ରେମ କାହାଣୀ ମୁଖ୍ୟହୋଇଥିଲେ ହେଁ କାହାଣୀକାରଖଞ୍ଜିଛନ୍ତି କାହାଣୀ ଭିତରେକାହାଣୀ ଓ ସେ କାହାଣୀଭିତରେ ଆଉ ଏକ କାହାଣୀ ।ସୁବଳ, ବନ୍ଧୁ ଅରୁଣକୁ ନିଜର
ଜୀବନ କାହାଣୀ କହୁ କହୁସେ କାହାଣୀ ଭିତରକୁ ପଶିଆସିଛି ମାଧବ ଓ ଦାମବାଉରୀର ଝିଅର ପ୍ରେମକାହାଣୀ । ପଶି ଆସିଛି ଅବନୀସହ ଖ୍ରୀଷ୍ଟିୟାନ ଝିଅ ଏଲିନାର
ପ୍ରେମ କଥା । ମାଧବ ଓ ଦାମବାଉରୀର ଝିଅର ପ୍ରେମକୁ ଏକକଳଙ୍କ ବୋଲି ଦେଖାଇବାକୁଏବଂ ସୁବଳର ସମାଜସଚେତନତା କାର୍ଯ୍ୟକ୍ରମକୁବିରୋଧ କରିବା ପାଇଁ,
ସୁବଳ ଓ ମାଧବକୁ ଅପମାନିତକରିବା ପାଇଁ ଖଳ ନାୟକଭୂମିକାରେ ଠିଆ ହୋଇଛି ଗାଁସରପଞ୍ଚ ହରି ମିଶ୍ର । ହରି ମିଶ୍ରପାଇଁ ମାଧବ ପାଇ ପାରିନି
ତାଆ ପ୍ରେମକୁ । ମାଧବମରିଛି । ଦାମ ବାଉରୀ ଝିଅବିମରିଛି । ହରି ମିଶ୍ର ବି ମରିଛି ।ଏଇଠି ଗୋଟିଏ ଗୋଟିଏକାହାଣୀ ସରିଲା ବେଳକୁ
ସେଇଠୁ ଆରମ୍ଭ ହୋଇଛିକାହାଣୀର ନାୟକ ସୁବଳ ଓନାୟିକା ସରିତାର ପ୍ରେମକାହାଣୀ ଏବଂ ସେ କାହାଣୀଭିତରେ ଧସେଇ ପଶିଛିଅବନୀ ଓ ଏଲିନାର ପ୍ରେମକାହାଣୀ । ଏ ଦୁଇଟି ପ୍ରେମ
କାହାଣୀ ଭିତରେ ସୁବୋଧଆସିଛି ଖଳ ନାୟକ ହୋଇ ।ତଥାପି ପ୍ରେମ ବୈତରଣୀକୁପାର କରିଛନ୍ତି ସୁବଳ, ସରିତା,ଅବନୀ ଓ ଏଲିନା । ସୁବୋଧ
ତାଆ ଖଳ ପ୍ରକୃତି ପାଇଁ କିଛିଗୋଟେ ଦଣ୍ଡ ପାଇବାର ଥିଲା,କିନ୍ତୁ ଏଠି ତାକୁ ଦଣ୍ଡ ଦେବାରକଥା ହୁଏତ ଭୁଲି ଯାଇଛନ୍ତିକାହାଣୀକାର ଏବଂ ବିଭୋରହୋଇଛନ୍ତି ମିଳନର ଖୁସିରେ ।
ଭାସ୍କର ପରିଚ୍ଛାମୋଟାମୋଟି ଭାବରେକହିବାକୁ ଗଲେ ପରାହତନାୟକ ଏମିତି ଗୋଟିଏମଣିଷର କଥା କହିଛି, ଯିଏସାରା ଜୀବନ ଲଢି ଆସିଛିସମୟ ସହ । ସେ ହାରିବାଶିଖିନି, ଲଢିବା ଶିଖିଛି । ସେ
ଲଢିଛି ସାମାଜିକ ବିସଙ୍ଗତାସହ, ସେ ଲଢିଛି ସାରା ଜୀବନଲାଗି ରହିଥିବା ଅଭାବ ସହ,ଲଢିଛି ଛଳନା ଓ କପଟତା ସହଏବଂ ଅନୁଭବିଛି ସତେଯେମିତି ସେ ଗୋଟିଏ ନାୟକନୁହଁ ବରଂ ସେ ଏକ ପରାହତ
ନାୟକ । ଏଠି କାହାଣୀରେଗୋଟିଏ ପ୍ରେମକୁ ଭୋଗୁଟାଣି ନେଉଥିବା ପରି ମୋରହୃଦବୋଧ ହେଉଛି । ପ୍ରଥମେ`ପ୍ରଥମେ ଏହି ରଚନାରେ ହାତଦେବା ବେଳେ ମୁଁ ଗୋଟିଏଅନ୍ଧାରୁଆ ଘରେ ଚାଲୁଥିବା ପରି ଭାସ୍କର ପରିଚ୍ଛା

Leave A Reply

Your email address will not be published.