ଭକ୍ତଙ୍କୁ ଧୋତି ପିନ୍ଧାଇ ସଚେତନ କଲେ ସେବାୟତ

0 98

ପୁରୀ, (ଡି କେ ନ୍ୟୁଜ ):ନ ୂ ଅ । ବ ଷ ର୍ ପ ହ ି ଲ । ର ୁଶାଳୀନତା ପୂର୍ଣ୍ଣ ପୋଷାକପରିଧାନ ନକଲେଶ୍ରୀମନ୍ଦିରରେ ଭକ୍ତଙ୍କୁ ଜଗା
ଦର୍ଶନ ମନା । ଏଭଳି ନିଷ୍ପତ୍ତିକିଛିଦିନ ପୂର୍ବରୁ ଶ୍ରୀମନ୍ଦିରପ୍ରଶାସନ ନେଇଛିନୂଆବର୍ଷରୁ ଭକ୍ତଙ୍କ ପାଇଁଏହି ନୂଆ କଟକଣା ଲାଗୁେ ହ ବ । କ ୁ ଥ ô ବ ।
େ ବ େ ଳଏଥିପାଇଁ ଆରମ୍ଭହୋଇଯାଇଛି ସଚେତନତା ।ଆଜି ସେବାୟତମାନେ କିଛିଭ କ୍ତ ଙ୍କ ୁ େ ଧ । ତ ି ପ ି ନ୍ଧ । ଇ
ସଚେତନ କରି ଶ୍ରୀମନ୍ଦିରଭିତରକୁ ଛାଡିବାର ଦୃଶ୍ୟବେଶ ରୋମାଞ୍ଚକରିଥିଲା ।କେତେକ ଦର୍ଶନର୍ଥୀ ଭକ୍ତଆଜି ହାପ୍ ପ୍ୟାଣ୍ଟ ପିନ୍ଧି
ଶ୍ରୀମନ୍ଦିର ଭିତରକୁ ପ୍ରବେଶକରିବାକୁ ଯାଉଥିବା ବେଳେସୁରକ୍ଷାକର୍ମୀ ଓ ସେବାୟତେ ସ ମ । ନ ଙ୍କ ୁ ଅ ଟ କ । ଇ
େ ଧ । ତ ି ପ ି ନ୍ଧ । ଇ ମ ନ୍ଦ ି ରଭ ି ତ ର କ ୁ ଛ । ଡ ୁ ଥ ô ବ ।ଦେଖାଯାଇଥିଲା ଉପସ୍ଥିତଅନେକ ଶ୍ରଦ୍ଧାଳୁ ଏଭଳି
ଦ ୃ ଶ ୍ୟ େ ଦ ଖ ô ଅ । ଶ୍ଚ ଯ ର୍ ୍ୟହୋଇଯାଇଥିଲେ । ତେବେସେବାୟତମାନେ ଧୋତିପ ି ନ୍ଧ । ଇ ଥ ô ବ । ଭ କ୍ତ ମ । େ ନ
ଏଭଳି ପଦକ୍ଷେପକୁ ସ୍ୱାଗତକରିଥିଲେ ।

Leave A Reply

Your email address will not be published.