ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଲାଗି ପୁରୀ ମୁନିସିପାଲିଟି ପୁରସ୍କୃତ

0 82

ପୁରୀ, (ଡି କେ ନୁ୍ୟଜ) : ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସପାଳନ ଅବସରରେ ସହରାଞ୍ଚଳବିପର୍ଯ୍ୟୟ ପରିଚାଳନା ପାଇଁ ପୁରୀ
ପୌରପାଳିକା ପ୍ଲାନକୁ ପୁରସ୍କୃତକରାଯାଇଛି । ଆଜି ପୂର୍ବାହ୍ନରେଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେଆୟୋଜିତ ରାଜ୍ୟ ସ୍ତରୀୟ
କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହିପୁରସ୍କାରକୁ ପୁରୀ ପୌର ନିର୍ବାହୀଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ
ପ୍ରଦାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବପ୍ରଦୀପ କୁମାର ଜେନା, ରାଜସ୍ୱ ଓବିପର୍ଯ୍ୟୟ ପରିଚାଳନା ବିଭାଗର
ଅତିରିକ୍ତ ମୁଖ୍ୟ ଶାସନ ସଚିବସତ୍ୟବ୍ରତ ସାହୁ, ଓସଡାମାର ଏମଡି ଜ୍ଞାନ ରଞ୍ଜନ ଦାସ ଓୟୁଏନଡିପିର ନିଦେ୍ର୍ଦଶକ ପ୍ରମୁଖଉପସ୍ଥିତ ଥିଲେ ।

Leave A Reply

Your email address will not be published.