ସ୍କୁଲ ଭ୍ୟାନ୍ -କଲେଜ ବସ୍ ମୁହାଁମୁହିଁ ଧକ୍କା: ୪ ମୃତ

0 56

ବନ୍ଦାୟୁଁ: ଉତ୍ତର ପ୍ରଦେଶ ବନ୍ଦାୟୁଁରେସୋମବାର ଭୟଙ୍କର ସଡ଼କ ଦୁର୍ଘଟଣାଘଟିଛି । ଏଠାରେ ସ୍କୁଲ ଭ୍ୟାନ୍ ଏବଂଏକ କଲେଜ ବସ୍ ମୁହାଁମୁହିଁ ଧକ୍କା
ହୋଇଛି । ଏହି ଦୁର୍ଘଟଣାରେ ୩ ଶିଶୁଙ୍କସମେତ ସ୍କୁଲ ଭ୍ୟାନ ଡ୍ରାଇଭରଙ୍କ ମୃତୁ୍ୟହୋଇଛି । ସେହିଭଳି ୧୬ ଶିଶୁ ଆହତହୋଇଛନ୍ତି । ଘଟଣାର ସୂଚନା ମିଳିବା
ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଆହତ ଛାତ୍ରଙ୍କୁ ସ୍କୁଲ ଭ୍ୟାନ୍ରୁବାହାରକରି ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ଦୁର୍ଘଟଣା ଉସଁୱା ଥାନା
ଅନ୍ତର୍ଗତ ନବୀଗଞ୍ଜ ଗ୍ରାମ ନିକଟରେଘଟିଛି । ସୂଚନା ଅନୁଯାୟୀ, ମଉଏସଆରପିଏସ ସ୍କୁଲ ଭ୍ୟାନ୍ ଏବଂସତ୍ୟଦେବ ଇଣ୍ଟର କଲେଜର ବସ୍ମଧ୍ୟରେ ନବୀଗଞ୍ଜ
ନିକଟରେ ଧକ୍କାହୋଇଥିଲା । ଏହି ଘଟଣା ସୋମବାରସକାଳ ୮ଟା ୪୪ ମିନିଟ୍ରେହୋଇଥିଲା । କୁହାଯାଉଛି, ଆହତଙ୍କମଧ୍ୟରେ ସାତରୁ ଆଠ ପିଲାଙ୍କ ସ୍ଥିତି
ଗୁରୁତର ଅଛନ୍ତି । ସେପଟେ ସୂଚନାମିଳିବା ପରେ ଦାତାଗଞ୍ଜର ଏସଡିଏମମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ଏସଡିଏମ ସ୍ଥାନୀୟ ପ୍ରଶାସନକୁ ଘଟଣା
ସମ୍ପର୍କରେ ସୂଚନା ନେଇଛନ୍ତି । ଉଭୟବାହନର ବେଗ ଅଧିକ ଥିଲା । ସେହିଭଳିଡିଏମ ମନୋଜ କୁମାର ଏବଂଏସଏସପି ଡା. ଓପି ସିଂହ ଜିଲ୍ଲା ହସ୍ପିଟାଲ
ପହଞ୍ଚି ଆହତ ଛାତ୍ରଙ୍କୁ ଯଥା ସମ୍ଭବଚିକିତ୍ସା ଯୋଗାଇବା କହିଛନ୍ତି । ଜଣେପୋଲିସ୍ ଅଧିକାରୀଙ୍କ କହିବାଅନୁଯାୟୀ, ସ୍କୁଲ ଭ୍ୟାନ୍ରେ ୨୦ ଛାତ୍ର
ଥିଲେ । କୁହାଯାଉଛି ରାସ୍ତାରେ ଖାଲକାରଣରୁ ଗାଡ଼ି ଅନିୟନ୍ତ୍ରିତ ହୋଇପରସ୍ପର ସହ ଧକ୍କା ହୋଇଥିଲା ।ଦ

Leave A Reply

Your email address will not be published.