ପାରାଦୀପ ତୈଳ ବିଶୋଧନାଗାରରେ ଅ ।ଇଓସିଏଲ ସୁରକ୍ଷା ଦିବସ

0 56

ପାରାଦୀପ,(ଡିକେ ନୁ୍ୟଜ୍): ପାରାଦୀପ ତୈଳ ବିଶୋଧନା ଗାରରେ ରବିବାର ଦିନ ଭାରତୀୟ ତୈଳ ନିଗମ
ଲିମିଟେଡ଼ (ଆଇଓସିଏଲ) ସୁରକ୍ଷା ଦିବସ ପାଳିତ ହୋଇ ଯାଇଛି । ବରିଷ୍ଠ ଅଧିକାରୀଙ୍କ
ସହ ପାରାଦୀପ ରିଫାଇନାରୀର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ତଥା ସମୟରେ ଦୁର୍ଘଟଣାରେ ହଜିଯାଇଥିବା ମୂଲ୍ୟବାନ ଜୀବନକୁ
ନିରାପତ୍ତାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଥିଲେ । ପାରାଦୀପ ରିଫାଇନାରୀ ମୁଖ୍ୟ କୌଶିକ ବସୁ ଏହି କାର୍ଯ୍ୟକ୍ରମରେ ନେତୃତ୍ୱ
ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ରିଫାଇନାରୀରେ କାର୍ଯ୍ୟ କରୁଥିବା ବିଭିନ୍ନ ଏଜେନ୍ସି ଦ୍ୱାରା ପ୍ରସ୍ତୁତ ନେଇଥିଲେ ।
୨୦୦୯ ମସିହାରେ ଜୟପୁର ଟର୍ମିନାଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାର ମହତ୍ୱକୁଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି ।
ଏହି କାର୍ଯ୍ୟକ୍ରମ ସମୟରେ ଇଣ୍ଡିଆନଏଲ୍ ସୁରକ୍ଷା ପ୍ରତିଶ୍ରୁତି ସମାବେଶକୁ ପରିଚାଳନା ତୈଳ ବିଶୋଧନାଗାର ଅଧ୍ୟକ୍ଷ ତଥା ନିଦେ୍ର୍ଦଶକଙ୍କର ସୁରକ୍ଷା ବାର୍ତ୍ତା
ପାରାଦୀପ ରିଫାଇନାରୀର ସମସ୍ତ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା । ସମାବେଶକୁ ସମ୍ବୋଧିତ କରି ଶ୍ରୀ ବସୁ ମାନବ ଜୀବନ, ମୂଲ୍ୟବାନ ସମ୍ପତ୍ତିକୁ ସୁରକ୍ଷିତ ରଖିବା,
କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଇଣ୍ଡିଆନ ଅଏଲର ବ୍ରାଣ୍ଡ ସଚେତନତା ସୁରକ୍ଷା ରଥ ପ୍ରଦର୍ଶନ ସହିତ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ଅକ୍ଟୋବର ୨୯
ତାରିଖରେ ପାରାଦୀପ ରିଫାଇନାରୀ ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟରେ ସେମାନଙ୍କର ରାସାୟନିକ ଏବଂ ଶିଳ୍ପ ବିପର୍ଯ୍ୟୟ ପରିଚାଳନା
କରାଯାଇଥିଲା ଏବଂ ଡୁ୍ୟଟି ପ୍ରତିଛବିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦକ୍ଷତା ପ୍ରଦର୍ଶନ କରିଥିଲା ।

Leave A Reply

Your email address will not be published.