ବ୍ୟାଙ୍କିଂ ସିଷ୍ଟମ୍କୁ ଫେରିଛି ୯୭% ଦୁଇ ହଜାର ଟଙ୍କିଆ ନୋଟ୍

0 56

ନୂଆଦିଲ୍ଲୀ: ଦେଶରେ ପ୍ରଚଳିତମୋଟ ୨୦୦୦ ଟଙ୍କିଆ ନୋଟ୍ମଧ୍ୟରୁ ଅକ୍ଟୋବର ୩୧ ସୁଦ୍ଧା ୯୭ପ୍ରତିଶତ ନୋଟ୍ ବ୍ୟାଙ୍କିଂ ସିଷ୍ଟମ୍କୁଫେରିଛି । ଆରବିଆଇ ଅନୁସାରେଏହାର ୧୯ ଆଞ୍ଚଳିକକାର୍ଯ୍ୟାଳୟରେ ୨୦୦୦ ଟଙ୍କିଆନୋଟ୍ ଡିପୋଜିଟ୍ କିମ୍ବା ବଦଳକରିବା ସୁବିଧା ଉପଲବ୍ଧ ରହିଛି ।କେନ୍ଦ୍ରୀୟ ବ୍ୟାଙ୍କ ଲୋକଙ୍କୁ କହିଛିଯେ ସେମାନେ ପୋଷ୍ଟ ଅଫିସଜରିଆରେ ୨୦୦୦ ଟଙ୍କିଆନୋଟ୍କୁ ଡିପୋଜିଟ୍ କରିପାରିବେ । ଏଥିପାଇଁ ଆରବିଆଇକାର୍ଯ୍ୟକାଳକୁ ଆସିବାକୁ ପଡ଼ିବନାହିଁ । ଆରବିଆଇ ଏକ ବୟାନଜାରି କହିଛି ଯେ ୨୦୨୩ ମେ୧୯ରେ ୨୦୦୦ ଟଙ୍କିଆ ନୋଟ୍କୁପ୍ରଚଳନରୁ ଫେରାଇ ଆଣିବା ପାଇଁଘୋଷଣା ସମୟରେ ୩.୫୬ ଲକ୍ଷକୋଟି ଟଙ୍କାର ନୋଟ୍ସର୍କୁଲେସନରେ ଥିଲା । ଯାହାଅକ୍ଟୋବର ୩୧ରେ କମି କେବଳ୦.୧୦ ଲକ୍ଷ କୋଟି ଟଙ୍କା ବା୧୦,୦୦୦ କୋଟି ଟଙ୍କାରେରହିଛି । ପୂର୍ବରୁ ୨୦୨୩ସେପ୍ଟେମ୍ବର ୨୦ ସୁଦ୍ଧା ବ୍ୟାଙ୍କରେ୨୦୦୦ ଟଙ୍କା ନୋଟ୍ ଜମାକରିବାର ସୁବିଧା ଥିଲା । ପରେଆରବିଆଇ ଅକ୍ଟୋବର ୭ ଯାଏ ଏହିସମୟକୁ ବଢାଇଥିଲା । ଅକ୍ଟୋବର୯ରୁ ଆରବିଆଇର ଅଞ୍ଚଳିକଅଫିସରେ ୨୦୦୦ ଟଙ୍କାର ନୋଟ୍ଏକ୍ସଚେଞ୍ଜର ସୁବିଧା ରହିଛି ।

Leave A Reply

Your email address will not be published.