ଉର୍ଫିଙ୍କୁ ବାନ୍ଧି ନେଇଗଲା ପୋଲିସ୍

0 97

ନୂଆଦିଲ୍ଲୀ, ୩ା୧୧: ଉର୍ଫିଜାଭେଦ୍ ସୋସିଆଲ ମିଡିଆରେକିଛି ନା କିଛି କରି ଚର୍ଚ୍ଚାର ବିଷୟପାଲଟିଥାନ୍ତି । “ବିଗ୍ ବସ୍’ ଫେମ୍ଉର୍ଫି ଅଧିକାଂଶ ସମୟରେ ନିଜ
ପୋଷାକ ପାଇଁ ହିଁ ଆଲୋଚନାରପରିସର ଭିତରକୁ ଆସିଥାନ୍ତି ।ଏହା ତାଙ୍କ ପାଇଁ କିଛି ନୂଆ କଥାନୁହେଁ । ମାତ୍ର ପ୍ରତିଥର ସେ କିଛିକିଛି ନୂଆ ଶୈଳୀର ପୋଷାକ
ପରିଧାନ କରି ଆଲୋଚନାରପରିସର ଭିତରକୁ ଆସିଥାନ୍ତି । ଏଥରକିନ୍ତୁ ଅଶାଳୀନ ପୋଷାକ ପିନ୍ଧିବା ତାଙ୍କୁ ମହଙ୍ଗା ପଡ଼ିଛି । ଉର୍ଫିଙ୍କୁ ଏହି କାରଣରୁ ପୁଲିସ୍ ବାନ୍ଧି ନେଇଛି ।
ଉର୍ଫିଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ସେ ରେଷ୍ଟୁରାଷ୍ଟରେ ଥିବାର ଦେଖବାକୁ ମିଳିଛି । ସେଠାରେ ମହିଳା ପୁଲିସ୍କର୍ମୀ ଆସି ତାଙ୍କ ହାତ ଧରି ନେଇ
ଯାଉଛନ୍ତି । ଉର୍ଫି ଚିଲେଇ ଚିଲେଇଥାନା କାହିଁକି ଯିବି ବୋଲି ପ·ରୁଥିବା ବେଳେ ସେ ଥନାକୁ ଗଲେ ହିଁ ସବୁ ଜାଣିପାରିବେ ବୋଲିପୁଲିସ୍ କହୁଥିବାର ଶୁଣିବାକୁ ମିଳୁଛି । ଉର୍ଫିଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ କେହି କେହି ଏଥିରେ ଚକିତ ହୋଇଥିବା ବେଳେ ଆଉ କେହିଏହାକୁ ଅବିଶ୍ୱାସ କରୁଛନ୍ତି । “ପବ୍ଲିସିଟି’ ପାଇଁ ଉର୍ଫି ଜାଣି ଜାଣି ଏପରି କରିଛନ୍ତି ବୋଲି କିଛି ଲୋକ ଦାବି କରୁଛନ୍ତି । ଏହିଭିଡିଓରେ ସୋସିଆଲ୍ ମିଡଇଆ ବ୍ୟବହାରକାରୀ ଭିନ୍ନ ଭିନ୍ନm ପ୍ରତିକ୍ରିୟା ଦେଇଛନ୍ତି । ଜଣେବ୍ୟବହାରକାରୀ ଲେଖିଛନ୍ତି,ଓଭର୍ଆକ୍ଟିଂ ପାଇଁ ୫୦ ଟଙ୍କାକାଟିଦିଅ । ଅନ୍ୟ ଜଣେ ଲେଖିଛନ୍ତି,ଲୋକ ଖବରରେ ରହିବା ପାଇଁ କ’ଣ କ’ଣ ନକରୁଛନ୍ତି!

Leave A Reply

Your email address will not be published.