୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

Greetings to 5 chairman

0 70

ଭୁବନେଶ୍ୱର,୧୬ା୧୧ : ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ ୫-ଟି ନୀତିର ରହିଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା କିମ୍ବା ରାସ୍ତା, ସେତୁ ହେଉ କି କ୍ରୀଡ଼ା, ପର୍ଯ୍ୟଟନର ଭିତ୍ତିଭୂମି ଆଦି ଚାଲିଛି ୫-ଟି ଅଧିନରେ । ଏବେ ପୁଣି ଯୋଡ଼ି ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଏକ କରିଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିଜୟା ଦଶମୀରେ ନୂଆ ନିଯୁକ୍ତି ପରଠାରୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଜି ବି ନବୀନ ନିବାସରେ ଭିଡ଼ ଜମିଥିଲା । ୫-ଟି ଓ ଆମ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ । ଗୁରୁବାର ବିଭିନ୍ନ ଜିଲ

Leave A Reply

Your email address will not be published.