ଡେଙ୍ଗୁର ୬୦ପ୍ରତିଶତ ରୋଗୀଙ୍କ ଠାରେ ଡେନ-୨ର ଲକ୍ଷଣ: ପିଜିଆଇର ସଭେ

Dengue II symptoms in 60% of dengue patients: PGI survey

0 63

ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ବେଶୀ ଡରେଇବାରେ ଲାଗିଛି । ଡେଙ୍ଗୁର ପ୍ରାୟ ୬୦ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେନ-୨ର ଷ୍ଟ୍ରେନ ଦେଖିବାକୁ ମିଳିଛି । ବାକି ୪୦ପ୍ରତିଶତରେ ଡେନ ୧ ଓ ଡେନ-୩ ଷ୍ଟ୍ରେନ ମିଳିଛି । ଡେନ-୧ ଓ ୩ ଅପେକ୍ଷା ଡେନ ୨ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି । ପିଜିଆଇ ମାଇକ୍ରୋବାୟୋଲଜି ବିଭାଗ ଆଇସିୟୁରେ ଥିବା ୯୦ରୋଗୀଙ୍କ ସାମ୍ପୁଲ ନେଇ ପରୀକ୍ଷା କରିଛନ୍ତି । ପରୀକ୍ଷାରୁ ଜଣାପଡିଛି କି, ଡେଙ୍ଗୁର ୪ଟି ଷ୍ଟ୍ରେନ ମଧ୍ୟରୁ ଡେନ-୨ ଅଧିକ ବିପଜ୍ଜନକ । ୬୦ପ୍ରତିଶତ ଲୋକଙ୍କ ଠାରେ ଏହି ଷ୍ଟ୍ରେନ ଦେଖିବାକୁ ମିଳୁଛି । ବର୍ତ୍ତମାନ ଡେଙ୍ଗୁ ରୋଗୀ ବେଶୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଡେନ-୨ରେ ଜ୍ୱର, ଥଣ୍ଡା, ଆଣ୍ଠୁଗଣ୍ଠି ବିନ୍ଧା ହେବାନାକ ଓ ପାଟିରୁ ରକ୍ତ ବାହାରିଥାଏ ।

Leave A Reply

Your email address will not be published.