ଟାଟା ପାୱାର ପକ୍ଷରୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ

Tata Power is committed to uninterrupted power supply

0 39

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ ମାଧ୍ୟମ, ନୂତନ ସଂଯୋଗ ଅଫର ଏବଂ ନିରାପତ୍ତା ମାର୍ଗଦର୍ଶିକା ମଧ୍ୟ ପ୍ରଦର୍ଶିତ କରିବ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଗଭୀର ଭାବେ ଜଡ଼ିତ ବାଲିଯାତ୍ରା ବିଭିନ୍ନ ଖାଦ୍ୟପେୟ ଓ ବାଣିଜ୍ୟ ମେଳାଠାରୁ ଆରମ୍ଭ କରି ଇତିହାସ ଓ ହସ୍ତତନ୍ତ ଉପରେ ଆକର୍ଷଣୀୟ ପ୍ରଦର୍ଶନୀ ସହ ପାରମ୍ପରିକ ରୀତିନୀତି ସହ ବିଭିନ୍ନ ବୟସର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସୁରକ୍ଷା ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତା ଏହି ବାଲିଯାତ୍ରାକୁ ସମସ୍ତଙ୍କ ପାଇଁ ଆନନ୍ଦଦାୟକ ଓ ଅତ୍ୟନ୍ତ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବ । ଅଧିକୃତ ବିଦ୍ୟୁତ୍‌ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ନିଷ୍ଠାର ସହ ପାଳନ କରିବାକୁ ଆମେ ଜନ ସାଧାରଣଙ୍କୁ ଉତ୍ସାହିତ କରୁଛୁ । ଜରୁରିକାଳୀନ ପରିସ୍ଥିତିରେ ଦୟାକରି ବିନା ଦ୍ୱିଧାରେ ଆମର ଦେୟମୁକ୍ତ ହେଲପ୍‌ଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ । ଅପରପକ୍ଷରେ ବାଲିଯାତ୍ରା ଚାଲିଥିବା ବେଳେ ଏହି ଉତ୍ସବକୁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିବା ପାଇଁ ଟିପିସିଓଡିଏଲ୍‌ ସମର୍ପିତ ରହିଛି ।

Leave A Reply

Your email address will not be published.