ତ୍ୱ·ର ସେନ୍ଦର୍ଯ୍ୟ ବଢ଼ାଇଥାଏ ଆମ୍ବ

0 63

ଆମ୍ବ କେବଳ ସ୍ୱାଦ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଖାସ୍ ହୋଇଥାଏ । ଆମ୍ବ ସାହାଯ୍ୟରେ ସୌନ୍ଦର୍ଯ୍ୟକୁ ମଧ୍ୟ ବୃଦ୍ଧି କରାଯାଇପାରିବ । କେଶକୁ କଣ୍ଡିସନର କରିବା ହେଉ କିମ୍ବା ତ୍ୱ·ରେ ଚର୍ମ କୁଞ୍ଚ ହଟାଇବା ଭଳି ଦୁଇଟି କାମରେ ଆମ୍ବ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଆମ୍ବର ଉପକାରୀତା ବିଷୟରେ ।
୧. ଚର୍ମ କୁଞ୍ଚନ ଦୂର କରିଥାଏ ଆମ୍ବ : ଯଦି ଆପଣଙ୍କ ତ୍ୱ·ରେ ଚର୍ମ କୁଞ୍ଚନ ଆରମ୍ଭ ହୋଇଥିବ ତେବେ ଆମ୍ବରୁ ପ୍ରସ୍ତୁତ ଫେସ୍ ପ୍ୟାକ୍ ଲଗାନ୍ତୁ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆମ୍ବ ରସ ଏବଂ ଅଣ୍ଡାର ଧଳା ଭାଗ ମିଶାଇ ପେଷ୍ଟ ବନାନ୍ତୁ ।ଏହି ପ୍ୟାକକୁ ôବ·ରେ ଲଗାଇ ୩୦ମିନିଟ୍ ଯାଏଁ ଛାଡ଼ି ଦିଅନ୍ତ ।ଏହି ପ୍ୟାକରେ ଥିବା ଅକ୍ସିଡାଣ୍ଟ ଏବଂ କୋଲେଜନ୍ ଆପଣଙ୍କ ତ୍ୱ·ରେ ଚମକ ଆଣିବ ।
୨. ତ୍ୱ· ଉଜ୍ଜ୍ୱଳ : ଶୁଖିଲା ଆମ୍ବର ଚୋପାକୁ ପେଶି ଦିଅନ୍ତୁୟ ଏବେ ଏହି ପାଉଡରରେ ଗହମର ଅଟା ଏବଂ ଗୋଲାପ ଜଳ ମିଶାଇ ପେଷ୍ଟ କରନ୍ତୁ । ଏହି ପ୍ୟାକକୁ ôବ·ରେ ଲଗାଇ ଶୁଖିବାକୁ ଦିଅନ୍ତ । ଏହା ପରେ ତ୍ୱ·ରେ ପାଣିକୁ ସଫା କରି କ୍ରିମ୍ ଲଗାନ୍ତୁ । ଏପରି କରିବା ଦ୍ୱାରା ତ୍ୱ·ର ମଇଳାପଣ ଦୂର ହୋଇ ତ୍ୱ· ଉଜ୍ଜ୍ୱଳ ହୋଇ ଉଠିବ ।
୩. ତ୍ୱ· ଶୀତଳ : ଖରାର ପ୍ରକୋପରୁ ତ୍ୱ·ର ଉଜ୍ଜ୍ୱଳତା ନଷ୍ଟ ହୋଇଯାଇଥିଲେ ଆମ୍ବ ରସରେ ବାଦାମ ପାଉଡର ଏବଂ କ୍ଷୀର ମିଶାଇ ପେଷ୍ଟ କରି ଦିଅନ୍ତୁ । ଏହାକୁ ତ୍ୱ·ରେ ଲଗାନ୍ତୁ ଏବଂ ଶୁଖିବାକୁ ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ପ୍ରତିଦିନ ଏହି ଫେସ୍ ପ୍ୟାକକୁ ଲଗାଇବା ଦ୍ୱାରା ତ୍ୱ·ର ଚମକ ଫେରି ଆସିବ ।

Leave A Reply

Your email address will not be published.