Daily Archives

August 9, 2022

“ହମ୍ ଦୋ ହମାରେ ବାରା’: ଫିଲ୍ମର ପୋଷ୍ଟରକୁ ନେଇ ବିବାଦ

ମୁମ୍ୱାଇ: ରିଲିଜ ପୂର୍ବରୁ ଅଡୁଆ ଫିଲ୍ମ "ହମ୍ ଦୋ ହମାରେ ବାରା' । ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ । ଏହି ଫିଲ୍ମର କାହାଣୀ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା…
Read More...

ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଏଥିପାଇଁ ଆଜି ତାଙ୍କୁ ମୁମ୍ବାଇର ଗୋଟିଏ…
Read More...

ଆଗାମୀ ଦିନରେ ଖାଇବା ତେଲ ଦର କମିବ

ନୂଆଦିଲ୍ଲୀ ୦୮ ।୦୮: ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ଲୋକଙ୍କୁ ଆଗାମୀ ଦିନରେ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ । ଆସନ୍ତା କିଛି ଦିନରେ ଖାଇବା ତେଲର ଖୁଚୁରା ଦରରେ…
Read More...

ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା ଆଜି ୩୦ ଜିଲ୍ଲାକୁ ବର୍ଷା ଆଲଟ

ଭୁବନେଶ୍ୱର, ୮ା୮(ଡିକେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ଘନୀଭୂତ ହୋଇ ସଦୃଶ୍ୟ ଲଘୁ·ପରେ ପରିଣତ ହୋଇଛି । ଲଘୁ·ପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି ।…
Read More...

ପ୍ରଜାତନ୍ତ୍ରର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ ଭୟ ଓ ଅନୁଗ୍ରହରୁ ଦୂରରେ ରହୁ ଗଣମାଧ୍ୟମ: ନବୀନ

କଟକ, ୮ା୮(ଡିକେ ନ୍ୟୁଜ): ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି । ଏହି…
Read More...