Daily Archives

November 24, 2022

୨୦୨୩ ଜାନୁଆରୀରୁ ହକି ବିଶ୍ୱକପ୍‌ ପ୍ରଥମ ଟିକେଟ୍‌ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୧ (ଡିକେ ନ୍ୟୁଜ୍‌): ୨୦୨୩ ହକି ବିଶ୍ୱକପ୍‌ ଓଡିଶାରେ ଆୟୋଜନ ହେବାକୁ ଯାଉଛି । ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ହକି ବିଶ୍ୱକପ୍‌ର…
Read More...

ରାଜ୍ୟରେ ନିଯୁକ୍ତ ହେବେ ୭୫୪୦ ଶିକ୍ଷକ

ଭୁବନେଶ୍ୱର, ୨୩ା୧୧(ଡିକେ ନ୍ୟୁଜ): ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏସଏସସି ୱେବ୍‌ସାଇଟ୍‌ରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ…
Read More...

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ପ୍ୟାକେଜ୍‌

ଭୁବନେଶ୍ୱର, ୨୩ା୧୧(ଡିକେ ନ୍ୟୁଜ): ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମ·ରୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । ପ୍ରତି…
Read More...

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପାଳନ ହେବ ‘ଓଡ଼ିଶା ଦିବସ’

ନୂଆଦିଲ୍ଲୀ, ୨୩ା୧୧: ନୂଆଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଗୁରୁବାର ଦିନ ଓଡ଼ିଶା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...