ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ପ୍ରଶିକ୍ଷକ

0 54

ମୁମ୍ବାଇ, ୨୧ା୧୦: ପୂର୍ବତନ ଶ୍ରୀଲଙ୍କାଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କୁ ମୁମ୍ବାଇଇଣ୍ଡିଆନ୍ସ (ଏମ୍ଆଇ) ଶୁକ୍ରବାର
ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି ।ପୂର୍ବତନ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲରସେନ୍ ବଣ୍ଡଙ୍କ ସ୍ଥାନରେ ମାଲିଙ୍ଗାଙ୍କୁ ଏହି
ନିଯୁକ୍ତି ମିଳିଛି । ସେ ମାର୍କ ବାଉଚରଙ୍କନେତୃତ୍ୱାଧୀନ ମୁମ୍ବାଇ ପ୍ରଶିକ୍ଷକମଣ୍ଡଳିରେ କିରଣ ପୋଲାର୍ଡ (ବ୍ୟାଟିଂ
ପ୍ରଶିକ୍ଷକ)ଙ୍କ ସହ କାମ କରିବେ । ସେସଂପ୍ରତି ମେଜର ଲିଗ୍ କ୍ରିକେଟ୍ଏମ୍ଏଲ୍ସି)ରେ ଏମ୍ଆଇ ନ୍ୟୁୟର୍କ ଏବଂ
ଏସ୍ଏ୨୦ରେ ଏମ୍ଆଇକେପଟାଉନର ବୋଲିଂ ପ୍ରଶିକ୍ଷକରହିଛନ୍ତି । ଏମ୍ଆଇ ସହ ମାଲିଙ୍ଗାଙ୍କ
୧୩ ବର୍ଷର ସମ୍ପର୍କ । ସେ ୨୦୦୮ରୁ୧୧ ବର୍ଷ ଖେଳାଳି, ୨୦୧୮ରେମେଣ୍ଟର ଏବଂ ୨୦୨୩ରେ ଏମ୍ଆଇ
ନ୍ୟୁୟର୍କର ବୋଲିଂ ପ୍ରଶିକ୍ଷକହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ୭(୪ ଆଇପିଏଲ୍, ୨ ·ମ୍ପିଅନ୍ ଲିଗ୍ଟ୍ୱେଣ୍ଟି-୨୦, ୧ ଏମ୍ଏଲ୍ସି) ଟ୍ରଫିରେ
ତାଙ୍କର ସହଯୋଗ ରହିଛି

Leave A Reply

Your email address will not be published.