କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଗଡ଼ିବ ଲକ୍ଷ୍ମୀ ବସ

0 99

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ·ଲିବ ଲକ୍ଷ୍ମୀବସ । ପରିବହନ କ୍ଷେତ୍ରର ଉନ୍ନତି ସହତ୍ୱରାନ୍ୱିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ
ଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତହୋଇଛି କଳାହାଣ୍ଡି । ଏହାର ଆଉ ଏକଉଦାହରଣ ସାଜିବ ଏହି ଲକ୍ଷ୍ମୀ ବସ୍ଯୋଜନା । ନଭେମ୍ବର ୧ ତାରିଖରେକଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍
ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । କଳାହାଣ୍ଡିରେ ଗଡ଼ିବ ବିକାଶରଗାଡ଼ି । ପଡ଼ିବ “ଲକ୍ଷ୍ମୀ’ପାଦ । ଉନ୍ନତିର ନୂଆଅଧ୍ୟାୟ ଦେଖିବେ ଜିଲ୍ଲାବାସୀ । ନଭେମ୍ବର
ପହିଲାରୁ ପ୍ରତି ପଞ୍ଚାୟତରୁ ବ୍ଲକ୍କୁ ଗଡ଼ିବଲକ୍ଷ୍ମୀ ବସ । ଉଦ୍ଘାଟନ କରିବେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇଜିଲ୍ଲାରେ ପହଞ୍ଚିଛି ୬୩ଟି ଲକ୍ଷ୍ମୀ ବସ୍ । ଏହିଯୋଜନା ପାଇଁ ଜିଲ୍ଲାରେ ୩୨୬ଟି ବସ
ଷ୍ଟପେଜ୍ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ସେବାଦ୍ୱାରା ପରିବହନ ସମସ୍ୟା ଦୂର ହେବା ସହବିକାଶ ତ୍ୱରାନ୍ୱିତ ହେବ । ରାଜଧାନୀଭୁବନେଶ୍ୱର ଓ ପୁରୀକୁ ଲକ୍ଷ୍ମୀ ବସ୍ ଚଳାଚଳପାଇଁ ବି ରୋଡମ୍ୟାପ୍ ପ୍ରସ୍ତୁତି ·ଲିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁଧର୍ମଗଡ ଉପଖଣ୍ଡରେ ଉତ୍ସାହଦେଖାଦେଇଛି । ଉପଖଣ୍ଡ ଦେଇ ଯାଇଥିବା·ରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇଗଡ଼ିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାରେ ୧୦୦ ସିଟ୍ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲକଲେଜ, ଭବାନୀପାଟଣାରେ ନୂଆ ବସଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ପୂର୍ବରୁ କଳାହାଣ୍ଡି ଜିଲ୍ଲାକୁଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପଭେଟି ଦେଇଥିବା ବେଳେ ଏବେ ଲକ୍ଷ୍ମୀବସ୍ଉପହାର ଦେବେ । ଏଥିପାଇଁ ଜିଲ୍ଲାରେଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.