ହାନା କିମୁରାଙ୍କ ମୃତ୍ୟୁ

0 80

ଜାପାନୀ ପ୍ରୋ-ରେସଲର ତଥା ନେଟ୍ଫିଲିକ୍ସର ଲୋକପ୍ରିୟ ରିୟଲିଟି ଶୋ’ ‘ଟେରେସ୍ ହାଉସ୍’ର ଷ୍ଟାର ୨୨ ବର୍ଷୀୟା ହାନା କିମୁରାଙ୍କ ମୃତ୍ୟୁ ହୋଇଯାଇଛି । ଘର ଭିତରୁ ତାଙ୍କର ମୃତ ଶରୀର ଠାବ କରାଯାଇଛି । ଏତେ ଅଳ୍ପ ବୟସରେ ହାନାଙ୍କ ମୃତ୍ୟୁ ଖବରକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ତାଙ୍କ ମୃତ୍ୟୁ ପଛର କାରଣ କ’ଣ ଥାଇପାରେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହାକୁ ନେଇ ଏବେ ଯାଞ୍ଚ ଚାଲଇଛି । ପ୍ରକାଶଥାଉକି ନେଟ୍ଫିଲକ୍ସର ଟେରେସ୍ ହାଉସ୍ ଆସିବା ପରେ ହାନା ସୋସିଆଲ୍ ମିଡିଆରେ ଲୋକଙ୍କ ନିଶାନାରେ ଥିଲେ ।

Leave A Reply

Your email address will not be published.