“ଆଁଖ୍ ମିଚୋଲି’ର ଫାର୍ଷ୍ଟ ଲୁକ୍ ଆଉଟ୍

0 60

ମୁମ୍ବାଇ, ୧୩ା୧୦: ଆସନ୍ତା ୨୭ତାରିଖରେ ମୁକ୍ତିଲାଭ କରିବନିଦେ୍ର୍ଦଶକ ଉମେଶ ଶୁକ୍ଲାଙ୍କନିଦେ୍ର୍ଦଶିତ-ପ୍ରଯୋଜିତ ପାରିବାରିକମନୋରଞ୍ଜନ ଧର୍ମୀ ଫିଲ୍ମ “ଆଁଖ୍ମିଚୋଲି’ । ରିଲିଜର ୨ ସପ୍ତାହ ପୂର୍ବରୁନିର୍ମାତା ଫାର୍ଷ୍ଟ ଲୁକ୍ ପୋଷ୍ଟର୍ ଜାରିକରିଥିଲେ । ଫିଲ୍ମର ଟ୍ରେଲର୍ ଜାତୀୟସ୍ତରରେ ଦର୍ଶକଙ୍କ ହୃଦୟ ଜିଣିଛି ।ପାରିବାରିକ କମେଡି ଧର୍ମୀ ଏହିଫିଲ୍ମର ହାସ୍ୟରସ, ଡ୍ରାମା ଓ ଭାବପୂର୍ଣ୍ଣସିନ୍ ଦର୍ଶକଙ୍କ ମନ ଛୁଇଁବ ବୋଲିଫିଲ୍ମ ଟିମ୍ ଆଶାବାଦୀ । ଫିଲ୍ମର ସମସ୍ତଚରିତ୍ର ଓ ମନଛୁଆଁ କାହାଣୀ ସବୁବୟସ, ବର୍ଗ ଓ ଭାଷାର ଦର୍ଶକଙ୍କମନୋରଞ୍ଜନ କରିବେ । ଏଥିରେଫିମେଲ୍ ଲିଡ୍ ଭୂମିକାରେ ଅଛନ୍ତିମୃଣାଳ ଠାକୁର । ଭାରତୀୟ ବିବାହ ଉପରେ ପର୍ଯ୍ୟବସିତ ଏହି ଫିଲ୍ମଆଦୌ ମେଳ ଖାଉନଥିବା ଦୁଇପରିବାରର ପାଗଳାମିକୁ ପରଦାରେଉତାରିଛି । ଏଥିରେ ପ୍ରମୁଖ ଭୂମିକାରେ
ଅଛନ୍ତି ବଲିଉଡର ଲୋକପ୍ରିୟ କଳାକାରପରେଶ ରାୱଲ, ଅଭିମନୁ୍ୟ, ଶରମନଯୋଶୀ, ଦିବ୍ୟା ଦତ୍ତା, ଅଭିଷେକବାନାର୍ଜୀ, ଦର୍ଶନ ଜରିୱାଲା । ସଙ୍ଗୀତସଂଯୋଜନା କରିଛନ୍ତି ସଚିନ-ଜିଗର ।ହାସ୍ୟରସ ସହିତ ସାମାଜିକ ବିଷୟଆଧାରିତ ଫିଲ୍ମ ନିର୍ମାଣ ପାଇଁ ଉମେଶବେଶ ପରିଚିତ । ବହୁ ଚର୍ଚ୍ଚିତ ବଲିଉଡ୍ଫିଲ୍ମ “ଓଏମଜି’, “୧୦୨ ନଟ୍ଆଉଟ୍’ରେ ସେ ନିଦେ୍ର୍ଦଶନାଦେଇଥିଲେ । ଶ୍ରେଷ୍ଠ ଚିତ୍ରନାଟ୍ୟ ଓଶ୍ରେଷ୍ଠ ଡାଏଲଗ୍ ବିଭାଗରେ ସେଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି ।ଶ୍ରେଷ୍ଠ କାହାଣୀ ପାଇଁ ସ୍କ୍ରିନ୍ ଆୱାର୍ଡମଧ୍ୟ ହାସଲ କରିଛନ୍ତି ।

Leave A Reply

Your email address will not be published.