ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢେଇ

0 82

ଆଜି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ରମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତାସୃଷ୍ଟି କଲା ଭଳି ଖବର ଆସିଛି । ଏହିହାଇଭୋଲଟେଜ ମ୍ୟାଚରେ ବର୍ଷା ଆଶଙ୍କା ଥିବାସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନାଦିଆଯାଇଛି । ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ରମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତା ସୃଷ୍ଟିକଲା ଭଳି ଖବର ଆସିଛି । ଏହି ହାଇଭୋଲଟେଜମ୍ୟାଚରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ ପାଣିପାଗବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାରଓ ଶନିବାର ଅହମ୍ମଦାବାଦ ସମେତ ମଧ୍ୟ ଓଉତ୍ତର ଗୁଜରାଟର କିଛି ଜିଲ୍ଳାରେ ହାଲକା ବର୍ଷାହେବାର ସମ୍ଭାବନା ରହିଛି । ବିଶ୍ୱକପର
କୌଣସି ଲିଗ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇନାହିଁ । ଗତମାସରେ ଏସିଆ କପରେ ଭାରତ-ପାକ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା ।ସେହିପରି ଶୁକ୍ରବାର ଚେନ୍ନାଇରେ ଖେଳାଯିବବିଶ୍ୱକପର ଏକାଦଶ ମ୍ୟାଚ୍ । ମୁହାଁମୁହିଁ ହେବେନ୍ୟୁଜିଲାଣ୍ଡ ଓ ବାଂଲାଦେଶ । ଏହି ମ୍ୟାଚରେ କିୱିଟିମ ଫେବାରାଇଟ । ଏହା ପଛର କାରଣହେଉଛି ଡେଭିଡ କନେୱ ଓ ମିଚେଲ ସାଣ୍ଟନରଉଭୟଙ୍କ ଆଇପିଏଲ୍ ଅଭିଜ୍ଞାତା ରହିଛି ।ଉଭୟେ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି । ଆଉଦୁହେଁ ଭଲ ଫର୍ମ ଅଛନ୍ତି । ପୁରା ଦୁଇଟିମ୍ୟାଚରେ ଦମଦାର ପ୍ରଦର୍ଶନ କରିଛିନ୍ୟୁଜିଲାଣ୍ଡ । ଯଦିଓ ଦଳକୁ ଆହୁରି ମ୍ୟାଚ୍ଖେଳିବକୁ ଅଛି । ତଥାପି ସେମିଫାଇନାଲଦୌଡ଼ରେ ବେଶ୍ ଆଗୁଆ ଜଣାପଡୁଛି କିୱି ଟିମ୍ ।

Leave A Reply

Your email address will not be published.