ଗେଲଙ୍କ ପାଇଁ ରୋହିତଙ୍କ ସ୍ୱତନ୍ତ୍ର ବାର୍ତ୍ତା

0 86

ନୂଆଦିଲ୍ଲୀ, ୧୩ା୧୦:ଚଳିତଦିନିକିଆ ବିଶ୍ୱକପର ବୁଧବାରଆଫଗାନିସ୍ତାନ ବିପକ୍ଷରେ ଭାରତଜବରଦସ୍ତ ବିଜୟ ପାଇଥିବା ବେଳେଅଧିନାୟକ ରାହିତ ଶର୍ମା ୮୧ ବଲରୁ୧୩୧ ରନ୍ କରିଥିଲେ । ଏହି ପାଳିଅବସରରେ ସେ ୫ ଛକା ମାରିଅନ୍ତର୍ଜାତୀୟ କ୍ରିକେଟରେ ଦୀର୍ଘ ଦିନଧରି ରେକର୍ଡକୁ ନିଜ ନାମରେରଖିଥିବା କ୍ରିସ୍ ଗେଲ୍ଙ୍କୁ ପଛରେପକାଇ ଦେଇଛନ୍ତି । ଗେଲ୍ ୫୫୩ଛକା ସହ ବିଶ୍ୱ ରେକର୍ଡ କରିଥିଲେ ।ରୋହିତଙ୍କ ଅଲ୍ ଫର୍ମାଟ ଛକା ସଂଖ୍ୟାଏବେ ୫୫୬ରେ ପହଞ୍ଚିଯାଇଛି ।ରୋହିତ ମୋଟ ୪୫୩ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଏହି ବିଶ୍ୱ ରେକର୍ଡକରିଥିବା ବେଳେ ଗେଲ୍ଙ୍କଠାରୁ ମଧ୍ୟକମ ୩୦ ମ୍ୟାଚ୍ ସହ ଦ୍ରୁତତମସାବ୍ୟସ୍ତ ହୋଇଛନ୍ତି । ଏହିଅବସରରେ ଗେଲ୍ଙ୍କ ପାଇଁ ରୋହିତସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି । “ୟୁନିଭର୍ସବସ୍ ଇଜ୍ ୟୁନିଭର୍ସ ବସ୍, ମୁଁ ଗେଲ୍ଙ୍କରେକର୍ଡ ବହିରୁ କେବଳ ଗୋଟିଏପୃଷ୍ଠା ଆଣିପାରିଛି । ବର୍ଷ ବର୍ଷ ଧରିଆମେ ତାଙ୍କୁ ଦେଖିଛୁ, ସେ ଏଭଳି ଜଣେ ଛକା ମେସିନ୍ ଯେ ଯେଉଁଠିଖେଳନ୍ତୁ ଏହା ବର୍ଷା କରନ୍ତି । ମୁଁ ଅଧିକ ଖୁସି ଯେ ଆମେ ସମାନ ଜର୍ସି (୪୫ନମ୍ବର) ଖେଳିଥାଉ । ଏକ ଭିଡିଓବାର୍ତ୍ତାରେ ରୋହିତ ଏଭଳି କହିଛନ୍ତିୟମୁଁ ଯେତେବେଳେ ଖେଳ ଆରମ୍ଭକରିଥିଲି, କେବେ ଭାବିନଥିଲି ଛକାମାରିପାରିବି ବୋଲି । ବର୍ଷ ପରେ ବର୍ଷଏଥିପାଇଁ ଅନେକ କିଛି କରିବାକୁପଡ଼ିଛି । ଶେଷରେ ଏହା ସମ୍ଭବହୋଇପାରିଥିବାରୁ ମୁଁ ଖୁସି । ମୁଁ ଯାହାକରୁଛି ତାହାକୁ ଜାରି ରଖିବାକୁ·ହେ, ଏହା ହିଁ ମୋ ଏକାଗ୍ରତା ।ବୁଧବାର ରାତିରେ ବୋଲରମାନେଆଫଗାନିସ୍ତାନକୁ ୨୮୦ ରନ୍ଭିତରେ ସୀମିତ ରଖିବା ସବୁଠାରୁ ବଡ଼ କଥା ଥିଲା । ଏବେଠାରୁ ନକ୍ଆଉଟ୍ କଥା ଚିନ୍ତା ନ କରି ଆମେ ପ୍ରତି ମ୍ୟାଚ୍ ଉପରେ ନଜର ରଖିଛୁ ।ଏହା ଏକ ଭିନ୍ନ ଫର୍ମାଟର ବିଶ୍ୱକପ୍ ।୯ ମ୍ୟାଚ୍ ଖେଳିବାକୁ ଥିବାରୁ ନକ୍ଆଉଟ୍ କଥା ଏବେଠାରୁ ଚିନ୍ତାକରିବାର ଆବଶ୍ୟକତା ନାହିଁ ବୋଲିମଧ୍ୟ ରୋହିତ କହିଥିଲେ ।

Leave A Reply

Your email address will not be published.