‘ଲିୟୋ’ ବକ୍ସ ଅଫିସ୍ନିଜର ଜଲଓ୍ବା ଜାରି ରଖିଛି | ‘ଲିଓ’ର ଜଲୱା ୫୦୦ କୋଟି ଟପିଲା ବକ୍ସ ଅଫିସ୍ କଲେକ୍ସନ ଗୋଟିଏ ସପ୍ତାହରେ ଫିଲ୍ମ ଭଲ ବ୍ୟବସାୟ କରିବା ସହ ରେକର୍ଡ ଆୟ ମଧ୍ୟ କରିଛିି। ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ଘରୋଇ ବକ୍ସ ଅଫିସ୍ରେ ୨୬୪.୮୦ କୋଟି ଟଙ୍କା ଆୟ କରିଥିବାବେଳେ ଓ୍ବାର୍ଲ୍ଡଓ୍ବାଇଡ୍ ୫୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଛି।’ଲିଓ’ ଫିଲ୍ମ ବିଷୟରେ କହିଲେ, ବିଜୟ ଥଲାପତି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ସଞ୍ଜୟ ଦତ୍ତ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ତ୍ରିଶା କୃଷ୍ଣନ୍, ଅର୍ଜୁନ ସରଜା ଏବଂ ପ୍ରିୟା ଆନନ୍ଦ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।