ଆଜିଠୁ ଗଡ଼ିଲା ଘରୋଇ ବସ୍

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବୌଦ୍ଧ…

ମାସ୍କ ନ ପିନ୍ଧିବାରୁ ଗଣିଲେ ଜରିମାନା

ବୈାଦ୍ଧ: ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଥିବା ବେଳେ ଏହି ସମୟରେ ବୈାଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ…

କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ପ୍ରବାସୀଙ୍କ ଆନ୍ଦୋଳନ

ବୈାଦ୍ଧ: ବୈାଦ୍ଧଜିଲ୍ଲା ବହିରା କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଅସେ”ାଷ ଦେଖାଦେଇଛି । ଅବ୍ୟବସ୍ଥାକୁ ନେଇ ଆଜି ପ୍ରବାସୀମାନେ…

ଗର୍ଭବତୀଙ୍କୁ ଡାକ୍ତରଖାନାରୁ ବାହାର କଲେ

ପାରଳାଖେମୁଣ୍ଡି, ଡୁମାଣୀଖବର : ଜନନୀ ଯନ୍ତ୍ରଣାର ଆଉ ଏକ ଦୃଶ୍ୟ । କେତେବେଳେ ଦୁର୍ଗମ ରାସ୍ତା ତ କେତେବେଳେ ଅ ।ମ୍ବୁଲାନ୍ସ…

କାଲିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍

ଭୁବନେଶ୍ୱର, ଡୁମାଣୀଖବର : ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍ୟ ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି…

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ଡୁମାଣୀଖବର: ଆଉ ଦିନକ ପରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାମୟ ଉଭୟ…

ଘର ପାଇଁ ଗୁହାରୀ କରିବାରୁ ବୃଦ୍ଧଙ୍କୁ ମାଡ ମାରି ସରପଞ୍ଚ ଫେରାର୍

ଢେଙ୍କାନାଳ, ଡୁମାଣୀଖବର : କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୨ ସୁଦ୍ଧା ସମସ୍ତ ଗରୀବ ମାନଙ୍କୁ ଘର ଯୋଗାଇ ଦେବାପାଇଁ ଯୋଜନା…

କ୍ୱାରେଂଟାଇନ ପରେ ଘରକୁ ଫେରିଲେ ୪୫ ପ୍ରବାସୀ

ଢେଙ୍କାନାଳ, ଡୁମାଣୀଖବର : ହିନ୍ଦୋଳ ସବ୍ଡିଭିଜନ ଜରଡା ପଂଚାୟତର ନବପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା କ୍ୱାରେଂଟାଇନ ସେଂଟରରେ ଚଳିତ ମାସ…

ଭୁବନରେ ୩୭୪ ଜଣଙ୍କ ସ୍ୱାବ ପରୀକ୍ଷା

ଢେଙ୍କାନାଳ, ଡୁମାଣୀଖବର : ଢେଙ୍କାନାଳ ଜିଲ୍ଲାକୁ ପ୍ରବାସୀ ଶ୍ରମିକ େ‘ରିବା ନିମନ୍ତେ ପଜ୍ଞିକରଣ କରିଛନ୍ତି । ଜିଲ୍ଲାରେ ଥିବା ୮ଟି ବ୍ଲକ…

ପୋଲିସ ଦ୍ୱାରା ବିଭିନ ଫାଟକରୁ ନାକବନ୍ଦୀ ଉଛେଦ

ରାୟଗଡା, ଡୁମାଣୀଖବର : ଓଡିଶାର ୩୦ ଗୋଟି ଜିଲ୍ଲାରୁ ରାୟଗଡା ଜିଲ୍ଲା କୋରୋନା ରୋଗ ଠାରୁ ଦୂରରେ ରହିଛି । ଆଜି…