ଗର୍ଭବତୀ ସମୟରେ ରୋମାଣ୍ଟିକ୍ ଅନ୍ଦାଜର ଫଟୋ ସେୟାର କଲେ ଶିଖା

0 79

‘କୁମ୍କୁମ୍ ଭାଗ୍ୟ’ର ଚର୍ଚ୍ଚିତ ଅଭିନେତ୍ରୀ ଶିଖା ସିଂହ ନିଜ ଗର୍ଭବତୀ ସମୟରେ ଖୁବ୍ ଏଞ୍ଜୟ କରୁଥିବା ଜଣାଯାଇଛି । ଇନ୍ଷ୍ଟାଗ୍ରାମରେ ଶିଖା ତାଙ୍କର କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ଥିବା ଭଳି ଲାଗୁଛି । ଏହି ଫଟୋରେ ତାଙ୍କ ପୋଷା କୁକୁର ବି ରହିଥିବ।। ଦେଖାଯାଉଛି । ଫଟୋ ଦେଖିବା ପରେ ଲାଗୁଛି କି ଉଭୟ ଉଭୟଙ୍କୁ ଚୁମ୍ବନ ଦେବା ସମୟର । ଏହି ଫଟୋରେ ଶିଖା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସୁଚନାଥାଉକି ଶିଖା ନିଜର ଗର୍ଭଧାରଣକୁ ନେଇ ଖୁବ୍ ଖୁସି ଅଛନ୍ତି ।

Leave A Reply

Your email address will not be published.