‘ହୁଏନ୍ ହ୍ୟାପି…ଡ୍ୟାନ୍ସ’

0 75

ଅଭିନେତ୍ରୀ ଜେନେଲିଆ ଡି’ସୁଜା ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ଜେନେଲିଆଙ୍କ କୌତୁକିଆ ଭିଡିଓ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥାଏ । ଏବେ ଜ୍ୟାକ୍ଲିନ୍ ହ୍ୟାପି ଡ୍ୟାନ୍ସର ଏକ ଭିଡିଓ ସୋସିଆଲ୍ ମିଡିଆ ସେୟାର କରିଛନ୍ତି । ଭିଡିଓରେ ଜେନେଲିଆ ଡି’ସୁଜା ‘ବାହୁବଳୀ-୧’ର ଗୀତ ‘ମନୋହରୀ’ରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଜେନେଲିଆଙ୍କ ଏହି ଭିଡିଓଟି ଖୁବ୍ ମଜାଦାର ତଥା ଆମୋଦାଦାୟକଭରା ରହିଛି । ସେ ଏହି ଭିଡିଓରେ ବାଲିମାଟିରେ ଖେଳିବା ସହ ଡ୍ୟାନ୍ସ କରୁଛନ୍ତି । ଏହାର କ୍ୟାପସନ୍ରେ ସେ ଲେଖିଛନ୍ତି – ‘ହୁଏନ୍ ହ୍ୟାପି…ଡ୍ୟାନ୍ସ’!!! ଜେନେଲିଆଙ୍କ ଏହି ମସ୍ତିଭରା ହ୍ୟାପି ଡ୍ୟାନ୍ସ ଖୁବ୍ ମଜାଦାର ହୋଇଛି ।

Leave A Reply

Your email address will not be published.