Daily Archives

August 14, 2020

ବିଦ୍ୟୁତ ଆଘାତରେ ୩ ମୃତ

ଭୁବନେଶ୍ୱର : ରାଜଧାନୀରେ ଆଜି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ରାଜଧାନୀ ଉପକଣ୍ଠ ଖଣ୍ଡଗିରୀ
Read More...

ନବୀନଙ୍କ ପ୍ରିୟ ଖାଦ୍ୟ ପଖାଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ। ନବୀନ ନିବାସ ଆସୁଥିବା ଅତିଥିଙ୍କୁ ସେ ପରସି ଦିଅନ୍ତି ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ
Read More...

ସ୍ୱାଧୀନତା ଦିବସ: ସନ୍ଧ୍ୟା ୭ରେ ରାଷ୍ଟ୍ରପତିଙ୍କ ଉଦବୋଧନ

ନୂଆଦିଲ୍ଲୀ :  ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ରାଷ୍ଟ୍ରକୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଏହି ଉଦବୋଧନ ଆଜି
Read More...

ଲଦାଖ ମାମଲାରେ ଚୀନକୁ ସମ୍ମୁଖୀନ କରିବାକୁ ମୋଦି ସରକାର ଭୟ କରୁଛନ୍ତି : ରାହୁଳ

ନୂଆଦିଲ୍ଲୀ : କରୋନା ମହାମାରୀ ଏବଂ ଚୀନ୍ ପ୍ରସଙ୍ଗରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଲଗାତାର ଆକ୍ରମଣ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ
Read More...

ଚୀନ୍ ଷଡଯନ୍ତ୍ରର ଖୁଲାସା କରିଥିବା ନେପାଳୀ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର

କାଠମାଣ୍ଡୁ : ନେପାଳର ଜଣେ ବରିଷ୍ଠ ସାମ୍ବାଦିକ ବଳରାମ ବାନିଆନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଗତ ତିନି ଦଶନ୍ଧି ଧରି ନେପାଳର ବୃହତ୍ତମ ମିଡିଆ
Read More...

ଅମିତ୍ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଶାହା ଏ ବିଷୟରେ ନିଜେ ସୂଚନା ଦେବା ସହ ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ
Read More...

ଆସ୍ଥାଭୋଟରେ ଗେହଲୋଟ୍ ସରକାର ବିଜୟୀ

ଜୟପୁର : ଗତ ଏକ ମାସ ଧରି ରାଜସ୍ଥାନରେ ଯେଉଁ ରାଜନୈତିକ ଅଚଳାବସ୍ଥା ଲାଗିରହିଥିଲା ଶେଷରେ ଶୁକ୍ରବାର ସେଥିରେ ଅନ୍ତଃ ଘଟିଛି । କଂଗ୍ରେସରୁ ସଚିନ ପାଇଲଟଙ୍କ ବିଦ୍ରୋହୀ
Read More...

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍

ଭୁ ବନେଶ ୍ୱର : ସ୍ଥାନୀୟ ସିଆର୍ ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗେ ବଷଣା ଏ ବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁ ବନେଶ ୍ୱର ପରିସରରେ ଥିବା ରାଜ୍ୟ
Read More...

କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ

ଏଣିକି ୮ଟି ଘର ଥିବା ଅଟ୍ଟାଳିକାକୁ କୁହାଯିବ ଆପାର୍ଟମେଣ୍ଟ ଭୁବନେଶ୍ବର : କୋଠାବାଡି ନିର୍ମାଣ ନିୟମରେ ହେଲା ପରିବର୍ତ୍ତନ । ବହୁତଳ ଅଟାଳିକ ନିର୍ମାଣ ପାଇଁ ସରକାର
Read More...

ଭାରତ ସମର୍ଥନରେ ସିନେଟରେ ପ୍ରସ୍ତାବ ପାରିତ କଲା ଆମେରିକା

ୱାଶିଂଟନ : ଆମେରିକାର ଦୁଇ ଶକ୍ତିଶାଳୀ ସିନେଟରଙ୍କ ଏକ ଦଳ ଗୁରୁବାର ଦିନ ସିନେଟରେ ଏକ ରିଜୋଲ୍ୟୁସନ ରଖି ଭାରତ ପ୍ରତି ଚୀନର ଆକ୍ରୋଶକୁ ସମାଲୋଚନା କରିଛନ୍ତି । ଭାରତ
Read More...