ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କରି ଚିଠି ଲେଖିଲେ ନୂଆଦିଲ୍ଲୀ, ୨୧|୦୮: ଜେଇଇ-୨୦୨୦ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ…
Day: August 21, 2020
ଫେସବୁକ୍ ସିଇଓ ଜୁକରବର୍ଗଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାର ପାର୍
ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି । ଆମେରିକାର ଷ୍ଟକ ମାର୍କେଟ ୱାଲ ଷ୍ଟ୍ରିଟରେ…
ବିହାର ନିର୍ବାଚନ: ଅନଲାଇନରେ ନାମାଙ୍କନ ଦାଖଲ କରାଯିବ
ପାଟନା : ବିହାର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ଗାଇଡଲାଇନ ପ୍ରକାଶ କରିଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ବିହାର…
ଗଙ୍ଗାର ଜଳସ୍ତର ବୃଦ୍ଧି, ବହୁ ରାଜ୍ୟ ଜଳବନ୍ଦୀରେ
ନୂଆଦିଲ୍ଲୀ : ବର୍ଷା ଓ ବନ୍ୟା ଯୋଗୁଁ ଦେଶର ଅନେକ ରାଜ୍ୟ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପାର୍ବତ୍ୟ ରାଜ୍ୟଗୁଡ଼ିକରେ…
ପାୱାର ପ୍ଲାଣ୍ଟରେ ନିଆଁ ଲାଗି ୬ ମୃତ
ହାଇଦ୍ରାବାଦ : ତେଲେଙ୍ଗାନାର ଶ୍ରୀସାଇଲମ ହାଇଡେଲ ପାୱାର ପ୍ଲାଣ୍ଟରେ ନିଆଁ ଲାଗିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଣେ…
ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ ହୃଦଘାତରେ ପରଲୋକ
ଲକ୍ଷେ୍ନø: ଗୁରୁବାର ବିଳମ୍ବିତ ରାତିରେ ଲକ୍ଷେ୍ନø ସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ଉତ୍ତରପ୍ରଦେଶ ଦେଓରିଆର ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ…
ମଦ ବାର, ସପିଙ୍ଗ୍ ମଲ୍ ଖୋଲାଯାଉଥିବା ବେଳେ ମନ୍ଦିର କାହିଁକି ଖୋଲାଯିବନି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜୈନ ସମ୍ପ୍ରଦାୟର ପ୍ୟାରୀଶନ ପର୍ବ ଅବସରରେ ମହାରାଷ୍ଟ୍ର ସରକାରଙ୍କ ମନ୍ଦିର ଖୋଲିବାକୁ ଅନୁମତି ନ ଦେବାରୁ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ ସମସ୍ତ ପ୍ରମାଣ ଓ ଦସ୍ତାବିଜ ହସ୍ତଗତ କଲା ମୁମ୍ବାଇ ପୋଲିସ
ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପାଇବା ପରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି…