Daily Archives

January 24, 2023

ମୋରବି ଝୁଲା ପୋଲ ଟ୍ରାଜେଡ଼ି ଗିରଫ ହେବେ ଓରେଭା କମ୍ପାନୀ ମାଲିକ

ଗାନ୍ଧିନଗର: ଗୁଜରାଟ ମୋରବି ଝୁଲା ପୋଲ ଦୁର୍ଘଟଣାରେ ଅ ।ରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।…
Read More...

ଚୀନକୁ ଚ୍ୟାଲେଞ୍ଜ, ନୌସେନାରେ ସାମିଲ ହେଲା “ଭାଗିର

ନୂଅ ।ଦିଲ୍ଲୀ : ସମୁଦ୍ରରେ ବଢ଼ିଲା ଭାରତର ଶକ୍ତି । ଅଗାଧ ସମୁଦ୍ରରେ ଶତ୍ରୁ ଉପରେ ପ୍ରହାର କରିବାକୁ ସକ୍ଷମ ଥିବା ବୁଡା ଜାହଜ ଆଇଏନ୍ଏସ୍ ଭାଗୀର ୨୩ ତାରିଖ ସୋମବାର…
Read More...

ଅନ୍ଧାରରେ ପାକିସ୍ତାନ : ଲୋକେ କଲବଲ

ପାକିସ୍ତାନ : ଅ ।ର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି । ବିଜୁଳି…
Read More...

୨୦୨୪ ନିର୍ବାଚନରେ ବିଜେଡି ମାରିବ ବାଜିମାତ୍, ସଂକଳ୍ପ ନେଲେ ଦଳୀୟ ନେତା ଓ କର୍ମୀ

କଟକ,୨୩ା୧(ଡିକେ ନୁ୍ୟଜ): ୨୦୨୪ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେଡି ମାରିବ ବାଜି । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା…
Read More...

ଆଉ ବାର ଦୁଆର ହେବେନି ପେନସନଭୋଗୀ ଚାକିରି ଶେଷ ଦିନରେ ମିଳିବ ପିପିଓ

ଭୁବନେଶ୍ୱର, ୨୩ା୧ (ଡିକେ ନୁ୍ୟଜ୍): ପେନସନ୍ ଯୋଜନାର ସରଳୀକରଣ ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଚାକିରିର ଶେଷଦିନରେ ଯେପରି ପେନସନ୍…
Read More...

୧୨୬ତମ ଜୟନ୍ତୀରେ ନବୀନଙ୍କ ଶ୍ରଦ୍ଧାଞ୍ଜଳି, ନେତାଜୀଙ୍କ ଆତ୍ମବିଶ୍ୱାସ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ

କଟକ, ୨୩ା୧(ଡିକେ ନୁ୍ୟଜ): ନେତାଜୀଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...