Daily Archives

March 11, 2023

ବିପର୍ଯ୍ୟୟ ପରିଚାଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା, ଓଡ଼ିଶାକୁ “ଆପଦ ପ୍ରବନ୍ଧନ ପୁରସ୍କାର’

ଭୁବନେଶ୍ୱର : ବିପର୍ଯ୍ୟୟ ପରି·ଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରି·ଳନା କର୍ତ୍ତୃପକ୍ଷ (ଓସଡମା)କୁ ଶୁକ୍ରବାର "ସୁଭାଷ ଚନ୍ଦ୍ର ବୋଷ…
Read More...

ଚିନ୍ତା ବଢ଼ାଇଲା ଏଚ୍‌୩ଏନ୍‌୨ ଭାଇରସ୍‌, ପ୍ରଥମଥର ଭାରତରେ ଗଲା ୬ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ପରେ ଆତଙ୍କ ଖେଳାଇଛି ଏଚ୍‌୩ଏନ୍‌୨ ଭାଇରସ । କରୋନା ମହାମାରୀ ପରେ ଲୋକମାନେ ଧିରେ ଧିରେ ସାଧାରଣ ଭାବେ ଜୀବନଯାପନ କରିବା ଆରମ୍ଭ କରିଥିବା…
Read More...

କ୍ରୀଡ଼ା ବିକାଶରେ ନୂଆ ଅଧ୍ୟାୟ, ସୁନ୍ଦରଗଡ଼ବାସୀଙ୍କୁ ୯୬୪ କୋଟିର ପ୍ରକଳ୍ପ ଭେଟ

ରାଉରକେଲା : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର…
Read More...

ଭତ୍ତା ନ ପାଇ ଦୁର୍ଦ୍ଦଶାରେ ବୃଦ୍ଧା

ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଉମର ଗ୍ରାମପଞ୍ଚାୟତ ଓସ୍ତପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା ତାଙ୍କର ବକେୟା ଭତ୍ତା ପାଇନପାରି ଚରମ ହଟହଟାର ସମ୍ମୁଖିନ…
Read More...

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲଞ୍ଜିଗଡ ବ୍ଲକ୍‌ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶର ଘଞ୍ଚ ବନାନୀ ମଧ୍ୟରେ ଅବସ୍ଥିତ ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ…
Read More...

ପ୍ରଥମଥର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ ଜୋ ରୁଟ୍‌

ମୁମ୍ବାଇ : ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଚଳିତ ଥର ସିଜିନରେ ନଜର ଆସିବେ ଜଣେ ଏପରି ଖେଳାଳି, ଯିଏକି ବିଗତ ୧୫ ବର୍ଷ ହେଲାଣି ଖେଳି ନାହାନ୍ତି…
Read More...

ପୋଖରୀରୁ ମିଳିଲା ମଣିଷ ଖପୁରୀ

ବାଲେଶ୍ବର: ପୋଖରୀରୁ ମିଳିଲା ନର କଙ୍କାଳ। ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ମିଳିଛି ମଣିଷ ଖପୁରୀ ଓ ହାଡ଼। ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି କାଳ…
Read More...

ସୁନ୍ଦରଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଗୁରୁଣ୍ଡିଆ ବ୍ଲକ…
Read More...