Daily Archives

August 28, 2020

‘ଜନ ଧନ ଯୋଜନା’ ସ୍କିମ୍ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ‘ଜନ ଧନ' ଯୋଜନାର ଷଷ୍ଠ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ଏହି ପଦକ୍ଷେପ ଏକ ଗେମ୍ ଚେଞ୍ଜର
Read More...

ବନ୍ୟାରେ ବୁଡିଲା ବୁଦେ୍ଧଶ୍ୱର ଓ ଦୌଡେଶ୍ୱର

ଢେଙ୍କାନାଳ : ବ୍ରାହ୍ମଣୀରେ ବନ୍ୟା ଆସିଲେ ଭୁବନ ବ୍ଲକର ବାସିନ୍ଦାଙ୍କ ମନରେ ଛନକା ପଶେ । ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ଫୁଲିଉଠେ ବ୍ରାହ୍ମଣୀ । ତାହା ସହିତ ତାଳ
Read More...

ଜଳବନ୍ଦୀରେ ଥିବା ଗର୍ଭବତୀଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍

ଢେଙ୍କାନାଳ : ବ୍ରାହ୍ମଣୀ ବନ୍ୟାରେ ଢେଙ୍କାନାଳ ଜିଲ୍ଲାର ପାଂଚଟି ବ୍ଲକର ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ନାଳର ଜଳସ୍ତର ଏବେ ବି ବିପଦ
Read More...

ଜୋ ବିଡେନ ଆମେରିକାର ମହାନତାର ବିନାଶକାରୀ ହେବେ: ଟ୍ରମ୍ପ

ୱାଶିଂଟନ୍ : ହ୍ୱାଇଟ ହାଉସରେ ଆଉ ·ରି ବର୍ଷ ଖୋଜୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଗଣତାନ୍ତ୍ରିକ ପ୍ରତିଦ୍ୱ­ନ୍ଦ୍ୱୀ ଜୋ ବିଡେନଙ୍କ ଉପରେ ଜୋର୍ଦାର
Read More...

ହୀରାକୁଦ ଜଳଭଣ୍ଡାରରୁ ୪ ଗେଟ୍‌ ଖୋଲିଲା

୪୦ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ ସମ୍ବଲପୁର : ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଆଜି
Read More...

ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ କେବେ ଗୁରୁତ୍ୱ ଦିଏନାହିଁ : ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନରେ ଥିବା ବହୁତ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଉପସ୍ଥିତିକୁ ଖୋଦ୍ ପାକିସ୍ତାନ ନିଜେ ସ୍ୱୀକାର
Read More...

ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ କେବେ ଗୁରୁତ୍ୱ ଦିଏନାହିଁ : ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନରେ ଥିବା ବହୁତ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଉପସ୍ଥିତିକୁ ଖୋଦ୍ ପାକିସ୍ତାନ ନିଜେ ସ୍ୱୀକାର
Read More...

କେବଳ ଭାରତ ହିଁ ଚୀନକୁ ଦେଇପାରିବ ଉଚିତ୍ ଜବାବ : ବରୁଣ ଗାନ୍ଧି

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ନେତା ବରୁଣ ଗାନ୍ଧୀ ଗୁରୁବାର କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯିଏକି ଚୀନ୍କୁ ଜବାବ ଦେଇପାରିବ । ପରେ ଚୀନ୍
Read More...

ବିହାର ନିର୍ବାଚନ ସ୍ଥଗିତ ରଖିବାକୁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ପାଟନା : ବିହାର ର୍ନିବାଚନକୁ ସ୍ଥଗିତ ରଖିବାକୁ ·ହୁଁଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ନିର୍ବାଚନ
Read More...