“୬ଜି’ରେ ଭାରତ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି

0 52

ନୂଆଦିଲ୍ଲୀ: ‘୬ଜି’ ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେବାଦିଗରେ ଭାରତ ଅଗ୍ରସର ହେଉଛିବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ କହିଛନ୍ତି । ଆଜି
ନୂଆଦିଲ୍ଲୀରେ ଚାଲିଥିବା “ଇଣ୍ଡିଅ ।ମୋବାଇଲ୍ କଂଗ୍ରେସ’ରେଉଦ୍ବୋଧନ ଦେବା ବେଳେପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେଆମେ କେବଳ “୫ଜି’ ସମ୍ପ୍ରସାରଣ
ପାଇଁ ଉଦ୍ୟମ କରୁନାହୁଁ, “୬ଜି’ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ନେତୃତ୍ୱନେବା ଦିଗରେ ଅଗ୍ରସର ହେଉଛୁ ।ଉଦ୍ବୋଧନ ଦେବା ବେଳେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “୨ଜି
ସ୍ପେକ୍ଟ୍ରମ୍ ଦୁର୍ନୀତି’ ଲାଗି “ଉପା’ସରକାରଙ୍କୁ ସମାଲୋଚନାକରିଛନ୍ତି । ସେ କହିଛନ୍ତି, “ଉପା’ସରକାର ଅମଳରେ “୨ଜି ସ୍ପେକ୍ଟ୍ରମ୍ଆବଣ୍ଟନ’ ସମୟରେ ଯାହା ହେଲା,
ସେକଥା ସମସ୍ତେ ଜାଣନ୍ତି । ଆମସରକାର ସମୟରେ “୪ଜି’ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ, ଆମଉପରେ କୌଣସି ଦୋଷାରୋପହୋଇନାହିଁ । ମୁଁ ସୁନିଶ୍ଚିତ ଯେ, “୬ଜି’
ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ଭାରତବିଶ୍ୱର ନେତୃତ୍ୱ ନେବ ।ସୂଚନାଯୋଗ୍ୟ, ପ୍ରଗତି ମୈଦାନରେନବନିର୍ମିତ ଭାରତ ମଣ୍ଡପମ୍ରେ ଆଜିପ୍ରଧାନମନ୍ତ୍ରୀ “ଇଣ୍ଡିଆ ମୋବାଇଲ୍
କଂଗ୍ରେସ’ର ୭ମ ସଂସ୍କରଣଉଦ୍ଘାଟନ କରିଛନ୍ତି । ଆଜିଠାରୁଆରମ୍ଭ ହୋଇଥିବା ୭ମ “ଇଣ୍ଡିଆମୋବାଇଲ୍ କଂଗ୍ରେସ’ ଅକ୍ଟୋବର୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାହେଉଛି ଏସିଆର ବୃହତ୍ତମ ଟେଲିକମ ମିଡିଆ ଓ ଟେକ୍ନୋଲୋଜି ଫୋରମ

Leave A Reply

Your email address will not be published.