Monthly Archives

June 2020

ଛନକା ପଶିଛି ଚୀନକୁ, ମାଇଣ୍ଡ ଗେମ୍ ଖେଳିବାକୁ ପ୍ରୟାସ

ନୂଆଦିଲ୍ଲୀ : ଭାରତ-ଚୀନ୍ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଜାରି ଉତ୍ତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ଗତକାଲି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଯେଉଁ
Read More...

ଗରିବର ସଂଜ୍ଞା

‘ଗରିବ’ ବା ଦରିଦ୍ର୍ୟ ବା ନିର୍ଦ୍ଧନ ଶବ୍ଦଗୁଡିକର ବ୍ୟାପକ ଅର୍ଥ ଅଛି । ‘ଗରିବ’ ମାନେ ଯାହାର ପେଟପୋଷଣ ଲାଗି ଅନ୍ନ ନାହିଁ, ଲଜ୍ଜା ନିବାରଣ ଲାଗି ବସ୍ତ୍ର ନାହିଁ,
Read More...

ଆଜି ହେରାପଞ୍ଚମୀ : ନନ୍ଦିଘୋଷ ରଥର କାଠ ଭାଙ୍ଗିବେ ମହାଲକ୍ଷ୍ମୀ, ଦକ୍ଷିଣ ମୋଡ ହେବ ୩ ରଥ

ପୁରୀ ୨୭।୬: ଆଜି ପବିତ୍ର ହେରାପଞ୍ଚମୀ । ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି ।
Read More...

ଦେଶରେ ୫ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ, ୨୭/୦୬ : ଦେଶରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି ଜ୍ଝ ଦେଶରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ ରେ ପହଞ୍ଚିଛି ଜ୍ଝ ସ୍ୱାସ୍ଥ୍ୟ ଓ
Read More...

ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଡୁମାଣୀଖବର : ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏହା ସହିତ
Read More...

ଆମେରିକା କ’ଣ ସତରେ ଭାରତର ବନ୍ଧୁ!

ଆମେରିକା କ’ଣ ଭାରତର ପ୍ରକୃତ ବନ୍ଧୁ ନା କେବଳ ଲୋକଦେଖାଣିଆ? କଥାରେ ଅଛି ଶତ୍ରୁର ଶତ୍ରୁକୁ ହିଁ ମିତ୍ର କୁହାଯାଏ । କିନ୍ତୁ ଏହି ଉକ୍ତି ଆମେରିକା କ୍ଷେତ୍ରରେ ପ୍ରଯୁଜ୍ୟ
Read More...

ଦିଗବିଜୟଙ୍କ ସମେତ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ

ଭୋପାଲ: ଲଗାତର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ବିରୋଧରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଲଗାତର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମଧ୍ୟପ୍ରଦେଶରେ ବୁଧବାର କଂଗ୍ରେସ
Read More...

ଚୀନ୍ ଛାଡ଼ି ଭାରତ ଆସିବାକୁ ପ୍ରସ୍ତୁତ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ : ପ୍ରକୃତରେ ଏଲ୍ଏସି ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ହେବାର ପ୍ରମୁଖ କାରଣ ହେଉଛି ମହାମାରୀ କରୋନା କାରଣରୁ ସୃଷ୍ଟି ହୋଇଥିବା ନୂତନ ବିଶ୍ୱ
Read More...

ବୟକଟ ·ଇନା : ଦିଲ୍ଲୀରେ କୌଣସି ହୋଟେଲରେ ରହିପାରିବେନି ଚୀନ ନାଗରିକ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି । ଗାଲଭାନ୍ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତର ଲୋକମାନଙ୍କ ମଧ୍ୟରେ ଚୀନ୍
Read More...

ଗୋଟିଏ ଦିନରେ ୧୬ ହଜାର ୯୨୨ କରୋନା ଆକ୍ରାନ୍ତ ଚିହ୍ନଟ : ୪୧୮ ମୃତ

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଦେଶରେ ତା’ର କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା
Read More...