Monthly Archives

October 2023

ମନୁଷ୍ୟକୃତ ତ୍ରୁଟିରୁ ରେଳ ଦୁର୍ଘଟଣା

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ):ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତିଘଟିଛି ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ । ଗୋଟିଏଟ୍ରାକ୍ରେ…
Read More...

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଜବାବ ରାଜନୈତିକ ଦଳଙ୍କ ପାଣ୍ଠିସୂତ୍ର ଜାଣିବାର ଅଧିକାର ଲୋକଙ୍କର ନାହିଁ

ନୂଆଦିଲ୍ଲୀ,୩୦ା୧୦: ରାଜନୈତିକଦଳଗୁଡିକୁ ·ନ୍ଦା ପାଇଁ ନିର୍ବାଚନୀ ବଣ୍ଡ୍ଯାଚିକା ଉପରେ ଶୁଣାଣି ପୂର୍ବରୁ ଆଟର୍ଣ୍ଣିଜେନେରାଲ ଆର.ଭେଙ୍କଟରମଣୀ ସୁପ୍ରିମକୋର୍ଟରେ…
Read More...

ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ ,ଉନ୍ନତିର ଶୀର୍ଷ ଛୁଇଁବ ରାୟଗଡ଼ ଓ ଝାରସୁଗୁଡ଼ା

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ):ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶାସଶକ୍ତ ଓଡିଶା ଗଠନର…
Read More...

ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି ।

ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ଡୁମାଣି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ…
Read More...

‘ବୁମରା-ସାମିଙ୍କୁ କିଛି ପ୍ରଶିକ୍ଷଣ ଆବଶ୍ୟକ ହେଉନାହିଁ’

ଚେନ୍ନାଇ, ୩୦ା୧୦: ବିଶ୍ୱକପରେ କମାଲ କରୁଛନ୍ତିଭାରତୀୟ ବୋଲର । ରବିବାର ଇଂଲଣ୍ଡ ବିପକ୍ଷ ଏକହାଇଭୋଲଟେଜ ମ୍ୟାଚରେ ବୋଲରଙ୍କ ପ୍ରଦର୍ଶନଦର୍ଶନୀୟ ଥିଲା । ମହମ୍ମଦ ସାମି…
Read More...

ଚାମ୍ପିଆନ୍ସ ଟ୍ରଫିରୁ ବାଦ୍ ପଡିଲା ୱେଷ୍ଟଇଣ୍ଡିଜ

ଦୁବାଇ, ୩୦ା୧୦ : ଭାରତରେ ·ଲିଛି ଦିନିକିଆବିଶ୍ୱକପ୍ ୨୦୨୩ । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବାରଗୋଟିଏ ବର୍ଷ ପରେ ଆରମ୍ଭ ହେବ ଆଉ ଏକ ଆଇସିସି ଇଭେଣ୍ଟ । ତାହା ହେଉଛି…
Read More...

ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେ ଏଲ ରାହୁଲ

ଲକ୍ଷ୍ନୌ, ୩୦ା୧୦: ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ ଟିମ୍ ପଏଣ୍ଟ ଟେବୁଲ ଶୀର୍ଷରେ…
Read More...

୧ରୁ ଦିଲ୍ଲୀକୁ ପ୍ରବେଶ କରିବନି ଅନ୍ୟ ରାଜ୍ୟର ବସ୍

ନୂଆଦିଲ୍ଲୀ: ନଭେମ୍ବର ୧ରୁ ଦିଲ୍ଲୀକୁ ପ୍ରବେଶ କରିବନି ଅନ୍ୟ ରାଜ୍ୟର ବସ୍ । ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ଉପରେ ରୋକ୍ ଲଗାଇବାକୁ କେଜ୍ରିୱାଲ ସରକାର ବଡ଼…
Read More...

ସ୍କୁଲ ଭ୍ୟାନ୍ -କଲେଜ ବସ୍ ମୁହାଁମୁହିଁ ଧକ୍କା: ୪ ମୃତ

ବନ୍ଦାୟୁଁ: ଉତ୍ତର ପ୍ରଦେଶ ବନ୍ଦାୟୁଁରେସୋମବାର ଭୟଙ୍କର ସଡ଼କ ଦୁର୍ଘଟଣାଘଟିଛି । ଏଠାରେ ସ୍କୁଲ ଭ୍ୟାନ୍ ଏବଂଏକ କଲେଜ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି…
Read More...

ନବନିଯୁକ୍ତ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ରାଜଭବନରେରାଜ୍ୟପାଳ ରଘୁବର ଦାସ । ପୁରୀରୁ ଆସି ଭୁବନେଶ୍ୱରରେପହଞ୍ଚିବା ପରେ ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ୱାଗତ…
Read More...