Daily Archives

May 8, 2021

ଯୁକ୍ତ ୨ ନାମଲେଖାପାଇଁ ପ୍ରବେଶିକା ପରୀକ୍ଷା ନିଷ୍ପତି ହୋଇନାହିଁ : ମନ୍ତ୍ରୀ

ଭୁବନେଶ୍ୱର : ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ବର୍ତମାନ କୌଣସି ନିଷ୍ପତି ନିଆଯାଇ ନାହିଁ । ରେଜଲ୍ଟ ଆସିବା ପରେ କଣ କରାଯିବ ନିଷ୍ପତି
Read More...

କରୋନାରେ ଦେଶରେ ଗତ ୨୪ ଘଂଟାରେ ୪,୦୧,୦୭୮ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା  ମଧ୍ୟରେ ୪,୦୧,୦୭୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ ୪,୧୮୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
Read More...

କରୋନାରେ ଛୋଟା ରାଜନର ମୃତ୍ୟୁ ଖବର ମିଛ

ନୂଆଦିଲ୍ଲୀ : ମହାମାରୀ କରୋନାରେ ଅଣ୍ଡର ୱାର୍ଲ୍ଡ ଡନ୍ ଛୋଟା ରାଜନ ପ୍ରାଣ ହରାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ମିଛ । କରୋନାରେ ଆକ୍ରାନ୍ତ ହୋଇ ଏବେ ବି
Read More...

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧,୮୦୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର ୦୮।୦୫ : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ
Read More...

ଚୂଡ଼ାନ୍ତ ହେଲା ମାଟ୍ରିକ ପରୀକ୍ଷା ଫଳ ପଦ୍ଧତି : ନବମ-ଦଶମ ମାର୍କ ଆଧାରରେ ମୂଲ୍ୟାୟନ

ଭୁବନେଶ୍ୱର : କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ ହୋଇଛି । ଆଜି ମାଟ୍ରିକ ପରୀକ୍ଷା ଫଳ ପାଇଁ
Read More...

ଭାରତ ଅସୁବିଧାରେ ପଡ଼ିଲେ ସାରା ଦୁନିଆ ଅଡୁଆରେ ପଡ଼ିବ

ନୂଆଦିଲ୍ଲୀ : କରୋନା ସଙ୍କଟ ବେଳେ ଭାରତକୁ ଅନେକ ଦେଶ ସହଯୋଗର ହାତ ବଢ଼ାଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦେଶକୁ ସମସ୍ତ ପ୍ରକାର ସହଯୋଗ କରିବା
Read More...

କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ , ଅକ୍ସିଜେନ୍ ଯୋଗାଣ ଜାରି ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବା ପ୍ରସଙ୍ଗରେ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । ନିକଟରେ ଅକ୍ସିଜେନ ଯୋଗାଣ
Read More...

ଟ୍ୱିନ ସିଟିରେ ୩୦ ହଜାର ଛୁଇଁପାରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ମାମଲା ୧୨ହଜାର ଡେଇଁଛି । ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇାଁରେ । କରୋନାକୁ ନେଇ ଏଭଳି ଆକଳନ
Read More...

ତାଣ୍ଡବ ରଚୁଛି ଦ୍ୱିତୀୟ ଲହର ! ଦେଶରେ ଘଣ୍ଟାକୁ ଯାଉଛି ୧୫୦ ଜୀବନ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କୋଭିଡ୍ର ଦ୍ୱିତୀୟ ଲହରର ସଂକ୍ରମଣ ପିକ୍ରେ ପହଞ୍ôଚଛି ବୋଲି କୁହାଯାଇପାରେ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିହାର ରାୟ । ସେ
Read More...