Monthly Archives

October 2022

‘ସଫଳ’ ପୋର୍ଟାଲ ଲୋକାର୍ପିତ ଏଣିକି ଚାଷୀଙ୍କୁ ସହଜରେ ମିଳିବ ଋଣ

ଭୁବନେଶ୍ୱର, ୨୬ା୧୦(ଡିକେ ନ୍ୟୁଜ): ·ଷୀଙ୍କ ପାଇଁ ଆହୁରି ସହଜ ହେଲା ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ·ଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ "ସଫଳ' । ଦେଶର…
Read More...

ଦୁଲୁକୁଛି ଧାମନଗର ୩୧ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ !

ଭୁବନେଶ୍ୱର, ୨୫ା୧୦ (ଡିକେ ନ୍ୟୁଜ୍‌): ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ୩ଦଳ ତୟାର ଥିବାବେଳେ ବିଜେଡି କିନ୍ତୁ ସବୁଠୁ ଆଗରେ ରହିଛି । ଦଳ ପକ୍ଷରୁ ଜୋରଦାର…
Read More...

ବ୍ରିଟେନ୍‌ରେ ସୁନକ ରାଜ୍‌ ଆରମ୍ଭ

ଲଣ୍ଡନ, ୨୫ା୧୦: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ । ଆଜି ତାଙ୍କୁ ବ୍ରିଟେନର ରାଜା ·ର୍ଲସ ତୃତୀୟ…
Read More...

ଅର୍ଚ୍ଚନା ମାମଲାରେ ହସ୍ତକ୍ଷେପ କରିପାରେ ଇଡି

ଭୁବନେଶ୍ୱର ,୨୩ ଅକ୍ଟୋବର –ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ବେଆଇନ ଆର୍ôଥକ କାରବାରର ତଦନ୍ତ କରିପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) । ଏହି…
Read More...

ଧାମନଗରରେ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ,୨୩ ଅକ୍ଟୋବର –ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ସେଠାରେ ଜୋରଦାର ପ୍ରଚାର ଚାଲିଛି । ଏହି…
Read More...

ନାଟୋର ଅସ୍ତ୍ରଭଣ୍ଡାର ଖାଲି:ଘାରୁଛି ରୁଷ୍‌ ଆକ୍ରମଣ ଭୟ

ନୂଆଦିଲ୍ଲୀ: ୟୁକ୍ରେନରେ ରୁଷ ସୈନିକ ଯୁଦ୍ଧକୁ ଅଧିକ ଭୟଙ୍କର କରିବାରେ ଲାଗିଛନ୍ତି । ଗୋଟିଏ ପଟେ ରୁଷ ସେନା ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ ଏବଂ ଏୟାର…
Read More...

ଋଷର ଘନ ଘନ ରକେଟ୍‌ ମାଡ:ଅନ୍ଧାରରେ ୟୁକ୍ରେନ୍‌

କିଭ୍‌: ୟୁକ୍ରେନର ଅଧିକାଂଶ ପ୍ରମୁଖ ଅଞ୍ଚଳ ଉପରେ ରୁଷ ସେନା ଆକ୍ରମଣ ଜୋରଦାର କରିଛି । ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବା ସହିତ ଜନବସତିକୁ ମଧ୍ୟ ରୁଷ ସେନା…
Read More...

ବାଂଲାଦେଶ ମୁହାଁ ସି-ତ୍ରାଙ୍ଗ ଓଡ଼ିଶାକୁ ନାହିଁ ବାତ୍ୟା ବିପଦ: ଆଜିଠୁ ବର୍ଷା

ଭୁବନେଶ୍ୱର, ୨୩ା୧୦(ଡିକେ ନ୍ୟୁଜ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ତୀବ୍ର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇଛି । ୨୫ ତାରିଖ…
Read More...