ସେୟାର ବଜାର: ରେଡ୍‌ ମାର୍କରେ ବନ୍ଦ ହେଲା ସେନସେକ୍ସ ଓ ନିଫ୍ଟି

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ମଙ୍ଗଳବାର ମିଶ୍ରିତ କାରବାର ଦେଖିବାକୁ ମିଳିଛି । ଉଭୟ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ସାମାନ୍ୟ ହ୍ରାସ ପାଇ ବନ୍ଦ ହୋଇଛି ।…
Read More...

ଫେବୃଆରୀରୁ ଅସହ୍ୟ ତାତି, ୩୮ ଡିଗ୍ରୀ ଛୁଇଁଲା ରାଜଧାନୀର ତାପମାତ୍ରା

ଭୁବନେଶ୍ୱର, ୨୧ା୨(ଡିକେ ନ୍ୟୁଜ): ଫେବୃଆରୀ ମାସରେ ଅସହ୍ୟ ତାତି । ଯେଉଁ ସମୟରେ ଶୀତ ଲାଗିରହିଥାଏ, ସେହି ସମୟରେ ଲୋକ ଖରା ଗରମରେ କଲବଲ ହେବାକୁ ଲାଗିଲେଣି । ପୂରା…
Read More...

ନୂଆ ରୂପରେ ସୁଆଣ୍ଡୋ, ୨୩ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ, ୨୧ା୨(ଡିକେ ନ୍ୟୁଜ): ନୂଆରୂପ ପାଇଛି ଉକ୍ରଳମଣିଙ୍କ ଜନ୍ମମାଟି । ଐତିହାସିକ ଗ୍ରାମରେ ହୋଇଛି ରୂପାନ୍ତର । ଗୋପବନ୍ଧୁଙ୍କ ଜନ୍ମସ୍ଥାନକୁ ମିଳିଛି ସ୍ୱତନ୍ତ୍ର ପରିଚୟ…
Read More...

ଆମେରିକା ଆକାଶରେ ଏକ ଗୁଇନ୍ଦା ବେଲୁନ

ନୂଆଦିଲ୍ଲୀ : ଆମେରିକା ଆକାଶରେ ପୁଣି ଏକ ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଛି । ଖବର ଅନୁସାରେ, ଏହି ବେଲୁନ ହୋନୁଲୁଲୁ ଅଞ୍ଚଳର ପୂର୍ବଭାଗରେ ଉଡ଼ୁଥିବା ଦେଖିବାକୁ…
Read More...

ସମବାୟ ସମିତିର ହେବ ଦକ୍ଷତା ମୂଲ୍ୟାଙ୍କନ

ଭୁବନେଶ୍ୱର,୨୦ା୨(ଡିକେ ନ୍ୟୁଜ): ରାଜ୍ୟରେ ସମ୍ପ୍ରତି ୨୭୦୮ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ ଉଠାଣ ପ୍ରକ୍ରିୟାରେ ସାମିଲ ରହିଥିବା ବେଳେ ·ଷୀଙ୍କର ଆବଶ୍ୟକତାକୁ…
Read More...

ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦାବି, ଅବହେଳିତ ଅନନ୍ତେଶ୍ୱର ମହାଦେବ

ନିଶ୍ଚିନ୍ତକୋଇଲି ,୨୦ା୨(ଡିକେ ନ୍ୟୁଜ): ଅଷ୍ଟମ ଶତାବ୍ଦୀରେ ଯେତେବେଳେ ସମଗ୍ର ଓଡିଶା ନିଜର ଅସ୍ମିତା, ଗର୍ବୀତ ପ୍ରାଦେଶିକତା, ସାଂସ୍କୃତିକ ଆରୋହଣ ତଥା ସୃଜନ ଶୀଳ…
Read More...

ଆଇସିସିର ସବୁଜ ସଙ୍କେତ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇପାରେ ଡବ୍ଲୁଟିସି ଫାଇନାଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ, ୨୦ା୨: କେଉଁ ଦୁଇ ଦଳ ମଧ୍ୟରେ ବିଶ୍ୱ ଟେଷ୍ଟ ଚ୍‌ମ୍ପିଅନସିପର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ତାକୁ ନେଇ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍‌…
Read More...

ଆଇପିଏଲ ପୂର୍ବରୁ ଚେନ୍ନାଇକୁ ଶକ୍ତ ଝଟକା, ବାଦ୍‌ ପଡ଼ିଲେ ଜେମିସନ୍‌

ନୂଆଦିଲ୍ଲୀ, ୨୦ା୨: ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ୨୦୨୩ ସଂସ୍କରଣ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ଶକ୍ତ ଝଟକା…
Read More...

ଜାଗା ମିଶନ ପାଇଁ ଆସିବ ସାଟେଲାଇଟ୍‌ ଇମେଜ

ଭୁବନେଶ୍ୱର,୨୦ା୨(ଡିକେ ନ୍ୟୁଜ): ଜାଗା ମିଶନରେ ଡ୍ରୋନ୍‌ ସର୍ଭେ ପାଇଁ ହେଉଥିବା ସମସ୍ୟାର ସମାଧାନ କରିବ ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର (ଓରସାକ) । ବର୍ତ୍ତମାନ…
Read More...