ପାକିସ୍ତାନରୁ ଖସି ଯାଇଥିବା ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ମିଳିଲା

ନୂଆଦିଲ୍ଲୀ, ୨୨ ।୧୨: ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହୁଥିବା ବାଲୋଚ ସାମାଜିକ କର୍ମୀ କରିମା ବାଲୋଚଙ୍କ ମୃତଦେହ ମିଳିଛି
Read More...

ଶ୍ରୀନଗରରେ ବିଜେପିର ବାଜିମାତ୍

ଶ୍ରୀନଗର, ୨୨ ।୧୨ : ଜାମ୍ମୁ-କାଶ୍ଚୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ୮ଟି ପର୍ଯ୍ୟାୟରେ ମୋଟ ୨୮୦ ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ
Read More...

ଦେଶୀ ଟିକାର ଶେଷ ପରୀକ୍ଷାରେ ସାମିଲ ହେଲେ ୧୩ ହଜାର ଲୋକ

ହାଇଦ୍ରାବାଦ, ୨୨ ।୧୨: ସ୍ୱଦେଶୀ ଜ୍ଞାନକୌଶଳରେ ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ଟିକା କୋଭାକ୍ସିନର ଫେଜ୍ ୩ ଟ୍ରାଏଲ ପାଇଁ ୧୩ ହଜାର ସ୍ୱେଚ୍ଛାସେବୀ ନିଜର ନାଁ
Read More...

ଶରଦ ପାୱାରଙ୍କ ପରାମର୍ଶ ନେଲେ ଦିଦି

କୋଲକାତା, ୨୨ ।୧୨: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ କ୍ଷମତା ଯୁଦ୍ଧ ତୀବ୍ର ହେବାରେ ଲାଗିଛି । କେନ୍ଦ୍ର ସରକାର ନିଜ
Read More...

ସମସ୍ତଙ୍କ ସହଯୋଗ ଓ ସମସ୍ତଙ୍କ ବିକାଶ ହିଁ ସବୁଠାରୁ ବଡ ମନ୍ତ୍ର: ମୋଦୀ

ଲକ୍ଷେ୍ନø,୨୨ ।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ଏହି ପରିପ୍ରେକ୍ଷୀରେ
Read More...

ଦୁର୍ଘଟଣା, ୫ ଜଣ ଜୀବନ୍ତ ଦଗ୍ଧ

ଆଗ୍ରା, ୨୨ ।୧୨: ଆଗ୍ରାର ଯମୁନା ଏକ୍ସପ୍ରେସରେ ଛାତି ଥରାଇ ଦେବା ଭଳି ଦୁର୍ଘଟଣା ଘଟିଛି । ଗୋଟିଏ କଣ୍ଟେନର ଟ୍ରକ୍ ସାମ୍ନା ପଟୁ ଆସୁଥିବା ଯାତ୍ରାବାହୀ କାର୍କୁ ଧକ୍କା
Read More...

ଓଡିଶା-ଆନ୍ଧ୍ର ଜମି ବିବାଦ: ସମାଧାନ ପାଇଁ ଉଭୟ ରାଜସ୍ୱ ଅଧିକାରୀଙ୍କ ପ୍ରୟାସ ଆରମ୍ଭ

ପାରଳାଖେମୁଣ୍ଡି,୨୨ା୧୨:ଦୀର୍ଘ ବର୍ଷ ଧରି ଓଡିଶାର ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ସୀମାନ୍ତରେ ଥିବା ଚାଷ ଜମିର ମାଲିକାନା ନେଇ ବିବାଦ ରହି ଆସିଛି । ଏହି
Read More...

ସରୋଜ ସେଠୀ ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ: ଅରୁଣ ବୋଥ୍ରା

ଭୁବନେଶ୍ୱର : ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ପ୍ରେସମିଟ୍ କରିଛନ୍ତି। ଏଥିରେ ସେ ପରୀକୁ ଅଭିଯୁକ୍ତ କେମିତି ମାରିଥିଲା ଓ କାହିଁକି
Read More...

ସ୍ବାଭିମାନ ଅଞ୍ଚଳରେ ପୁଲିସର ଏନ୍‌କାଉଣ୍ଟରକୁ ନକ୍ସଲଙ୍କ ବିରୋଧ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପୁଲିସର ଏନ୍‌କାଉଣ୍ଟରକୁ ମିଥ୍ୟା ବୋଲି ଦର୍ଶାଇ ନକ୍ସଲ ସଂଗଠନ ଏହାର ବିରୋଧ କରିଛି । ଏନ୍‌କାଉଣ୍ଟର ନାମରେ
Read More...